Viral Video: ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କ ଅନେକ ମ୍ୟୁଜିକ୍ ଭିଡିଓକୁ ଲୋକପ୍ରିୟତା ମିଳିଛି । ଛୋଟ ପରଦାରେ ମଧ୍ୟ ଅଭିନୟ ମାଧ୍ୟମରେ ବିଶ୍ୱରୂପା ଅନେକଙ୍କ ହୃଦୟ ଜିଣିଛନ୍ତି । ସୋସିଆଲ ମିଡିଆରେ ରିଲ୍ କରି ବିଶ୍ୱରୂପା ଖୁବ ଭାଇରାଲ୍ ହୋଇଛନ୍ତି ।