Viral Video: ଅଭିନେତ୍ରୀ ଏଲିନା ସାମନ୍ତରାୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଅନେକ ସମୟରେ ଏଲିନା ବିଭିନ୍ନ ଫଟୋ ଏବଂ ଭିଡିଓ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରନ୍ତି । ଦେଖନ୍ତୁ ଏହି ଭିଡିଓ