Video: ଗାୟକ ଶଶାଙ୍କ ଶେଖର ନିଜ ମିଠା ସ୍ୱର ପାଇଁ ସାରା ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅତିଆର କରିଛନ୍ତି । ଅଭିନେତ୍ରୀ ନିହାରିକାଙ୍କ ସହ ନିକଟରେ ଦୁବାଇରେ ଶଶାଙ୍କ ସାକ୍ଷାତ କରିଥିଲେ । ଏହି ଅବସରରେ ଏହି ମିଠା ଗୀତଟି ଗାଇଥିଲେ ।