Viral Video: ଅଭିନେତ୍ରୀ ପିହୁ ମହାପାତ୍ର ନିଜ ରୋକଠୋକ କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆରେ । ତେବେ ନିକଟରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କ ସହ ଏଥର ପିହୁଙ୍କ ଭିଡିଓ ଭାଇରାଲ୍ ହୋଇଛି । ଦେଖନ୍ତୁ ଏହି ଭିଡିଓ