Bidusmita Viral Video: ଏକାଧିକ ଫିଲ୍ମ ଓ ଆଲବମରେ ଅଭିନୟ କରି ଓଡ଼ିଶାରେ ଖୁବ୍ ଲୋକପ୍ରିୟ ଓଡିଆ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ତାଙ୍କର ଚମକ୍କାର ଅଭିନୟ ଲୋକଙ୍କ ମନ କିଣିଥାଏ। ତାଙ୍କ ଆଇଟମ୍ ସଙ୍ଗ୍ ଏବେ ବି ଲୋକଙ୍କ ହୃଦୟରେ ଘର କରି ରହିଛି। ନିକଟରେ ସେ ଏକ ମଜାଦାର ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ...Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।