Viral Video: ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି । ଏହି କୁନି ଝିଅର ଏକ୍ସପ୍ରେସନ ଗୀତର ତାଳେ ତାଳେ ଖୁବ ନିଆରା ହୋଇଥିବାରୁ ଏହା ହୃଦୟକୁ ଛୁଇଁଛି । କୁନି ଝିଅକୁ ଖୁବ ପ୍ରଶଂସା ମିଳିଛି ।