Actress Debasmita Panda Video: ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କୁ ଅନେକ ଓଡ଼ିଆ ଧାରାବାହିକରେ ଆପଣ ଦେଖିଥିବେ। ସେ ତାଙ୍କ ଅଭିନୟର ଆରମ୍ଭ ରଘୁପତି ରାଘବ ରାଜାରାମ ଚଳଚ୍ଚିତ୍ରରୁ ହୋଇଥିଲା। ଏବେ ଓଡ଼ିଆ ଦର୍ଶକ ତାଙ୍କୁ ଡାନ୍ସ ଓଡ଼ିଶା ଡାନ୍ସ ରିଆଲିଟି ସୋ' ରେ ଦେଖିଥିବେ। ଏବେ ଦେଖନ୍ତୁ ତାଙ୍କରେ ଏହି ଭିଡିଓ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।