Viral Video: ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ତାଙ୍କର ଅଭିନୟ ଲୋକଙ୍କ ମନ କିଣୁଥିବା ବେଳେ ତାଙ୍କର ହସ୍ ନେଟ୍ ଓ ଜଲଓ୍ବାରେ ଦିଓ୍ବାନା ହୁଅନ୍ତି ଦର୍ଶକ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡ଼ିଓ ଅଭିନେତା ବବି ମିଶ୍ରଙ୍କ ସହ ଭାଇରାଲ୍ ହୋଇଛି। ଦେଖନ୍ତୁ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।