Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ତାଙ୍କର ସ୍ବର ଖୁବ୍ ମଧୁର, ଯାହା ଶ୍ରୋତାଙ୍କୁ ବାନ୍ଧି ରଖେ। ଏକାଧିକ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡିଓ ରୁମ୍ ଭିତରୁ ଭାଇରାଲ୍ ହୋଇଛି। ଦେଖନ୍ତୁ... Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।