Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ତାଙ୍କର ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରାଣୀ ପଣ୍ତା କାନ୍ଦୁଛନ୍ତି। ହେଲେ କାହା ପାଇଁ ତାଙ୍କର ଏ ଲୁହ ବାରି ହୋଇପଡୁଛି। ...