Video Viral: ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ସେ ରଜ କୁଇନ୍ ସିଜିନ୍ -୩ ର ବିଜେତାଥିଲେ। ପରେ ସେ ଏକାଧିକ ସିରିଏଲ୍ ରେ ଅଭିନୟ କରିଛନ୍ତି। ଏବେ ସେ ଯାତ୍ରାରେ ଅଭିନୟ କରୁଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ....