Viral Video: ସୋସିଆଲ ମିଡିଆର ଚର୍ଚ୍ଚିତ ଯୋଡି କୁକିଜ୍ ଏବଂ ଜୟଦେବଙ୍କ ଅନେକ ରିଲ୍ସ ଖୁବ ଭାଇରାଲ୍ ହୋଇଥାଏ । ତେବେ କୁକିଜଙ୍କ ଫଲୋଅର୍ସ ୧ ମିଲିୟନ୍ ପରେ ରହିଥିବା ସମୟରେ ଜୟଦେବଙ୍କର ଫଲୋଅର୍ସଙ୍କ ସଂଖ୍ୟା ଖୁବ କମ୍ ରହିଛି । ନିକଟରେ ଏହି ଯୋଡି 'ତତଲାଗଡର୍ ମଧୁମାଳତୀ' ଗୀତରେ ରିଲ୍ କରିଛନ୍ତି ।