Viral Video: ଯାତ୍ରା ମଞ୍ଚର ଚର୍ଚ୍ଚିତ ଯୋଡି ମିଲନ ଏବଂ ସାରାଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ଏହି ଯୋଡିଙ୍କ ଲୋକପ୍ରିୟତା ଖୁବ ବଢିବାରେ ଲାଗିଛି । ଉଭୟଙ୍କ ଅଭିନୟ ସହ ନୃତ୍ୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ।