Bidusmita Viral Video: ଓଲିଉଡ୍ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀଙ୍କ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଓଡ଼ିଆ ଫିଲ୍ମ ଓ ଆଲବମ୍ରେ ନିଜ ଅଭିନୟ ଏବଂ ଆଇଟମ୍ ସଙ୍ଗ୍ ପାଇଁ ଲୋକପ୍ରିୟତା ହାସଲ କରିଥିବା ବିଦୁସ୍ମିତା ନିକଟରେ ନିଜ ସୋସିଆଲ ମିଡିଆରେ ଏକ ମନୋରଞ୍ଜନଧର୍ମୀ ଭିଡିଓ ସେୟାର କରିଛନ୍ତି। ତାଙ୍କର ଏହି ଭିଡିଓ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।