Actress Debasmita Panda Video:ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ। ଅନେକ ଓଡ଼ିଆ ଧାରାବାହିକରେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିବା ଦେବସ୍ମିତା ନିଜ ଅଭିନୟ ଯାତ୍ରାର ଆରମ୍ଭ ‘ରଘୁପତି ରାଘବ ରାଜାରାମ’ ଚଳଚ୍ଚିତ୍ରରୁ କରିଥିଲେ। ନିକଟରେ ତାଙ୍କୁ ଲୋକପ୍ରିୟ ରିଆଲିଟି ସୋ’ ‘ଡାନ୍ସ ଓଡ଼ିଶା ଡାନ୍ସ’ରେ ମଧ୍ୟ ଦେଖିବାକୁ ମିଳିଛି। ଏବେ ତାଙ୍କର ଏହି ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।