Viral Video: ଯାତ୍ରା ଅଭିନେତ୍ରୀ ପାୟଲ ପଟେଲ। ସାଇ-ପାୟଲଙ୍କ ଯୋଡି଼ କୁ ଦର୍ଶକ ଖୁବ୍ ଭଲ ପାଇବା ଦିଅନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...