Viral Video: ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି । ଗାୟକ ସତ୍ୟଜିତ ପ୍ରଧାନ ନିଜର କିଛି ପ୍ରଶଂସକଙ୍କ ଗହଣରେ ଗୀତ ଗାଉଛନ୍ତି । ସତ୍ୟଜିତଙ୍କ ସ୍ୱରରେ ସ୍ୱର ମିଶାଇ ପ୍ରଶଂସକମାନେ ଗୀତ ଗାଉଛନ୍ତି ।