Viral Video: ଓଡିଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା। କୁନା କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଶିବାନୀ ଆଜି ଓଲିଉଡ଼ ଇଣ୍ତଷ୍ଟ୍ରିରେ ଜଣେ ଜଣାଶୁଣା ନାୟିକା। ତାଙ୍କର ଅଭିନୟ ଲୋକଙ୍କ ମନ କିଣେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହୋଇଛି। ଦେଖନ୍ତୁ