Viral Video: 'କବାଡି କବାଡି' ଗୀତରେ ଦମଦାର ନୃତ୍ୟ ପରିବେଷଣ କରୁଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆପଣଙ୍କୁ କହିରଖୁଛୁ ଯେ, ଏହି ଗୀତଟିରେ ଅଭିନେତ୍ରୀ ଦେବଜାନୀ ଏବଂ ଅଭିନେତା ବବି ମିଶ୍ରଙ୍କୁ ଆପଣ ପରଦାରେ ଦେଖିଥିଲେ । ତେବେ ଦୀର୍ଘ ବର୍ଷ ପରେ ଏଲିନା ଏହି ଗୀତରେ ରିଲ୍ ପ୍ରସ୍ତୁତ କରିଛନ୍ତି ।