Viral Video: ଅଭିନେତ୍ରୀ ରୌମ୍ୟାଞ୍ଜଳୀ ପ୍ରିୟଦର୍ଶିନୀଙ୍କ କିଛି ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହା ସେମଧ୍ୟରୁ ଗୋଟିଏ । 'ଏ ଧନ'କୁ ନେଇ ଚର୍ଚ୍ଚାରେ ଥିବା ଯୁବକଙ୍କ ସହ ରୌମ୍ୟାଞ୍ଜଳୀ କିପରି ନୃତ୍ୟ କରୁଛନ୍ତି ଆପଣ ଦେଖନ୍ତୁ ।