Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ନିଜ ସ୍ୱର ପାଇଁ ସାରା ଓଡ଼ିଶାରେ ଯେପରି ଲୋକପ୍ରିୟ ଠିକ୍ ସେପରି ଅଭିନେତା ଗୁଡୁ ନିଜ କମେଡି ପାଇଁ ମଧ୍ୟ ଲୋକପ୍ରିୟ । ଉଭୟ କଳାକାରଙ୍କୁ ନିକଟରେ ଏକ ମଞ୍ଚରେ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଏହି ଭିଡିଓ