Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । କାରଣ ଚର୍ଚ୍ଚିତ ଯୋଡି ସୋନା-ମୁକୁଲଙ୍କ ସହ ଗାୟିକା ଅସୀମା ପଣ୍ଡା ଏହି ନୂଆ ଗୀତରେ ଡ୍ୟାନ୍ସ କରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।