Janklin Parida Viral Video: ଓଲିଉଡ୍ ଓ ଓଡ଼ିଆ ଟେଲିଭିଜନ୍ ଜଗତରେ ନିଜର ଅଭିନୟ ଓ ନୃତ୍ୟ ପ୍ରତିଭା ପାଇଁ ପରିଚିତ ଜାଙ୍କଲିନ୍ ପରିଡ଼ା। ୨୦୧୬ ମସିହାରେ ‘ରଜ କୁଇନ୍’ ଟାଇଟଲ୍ ଜିତି ସେ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ଓଡ଼ିଆ ଟେଲିଭିଜନ୍ ଧାରାବାହିକ ‘ମୋ ଜେଜେମା’ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରି ଦର୍ଶକଙ୍କ ନିକଟରେ ପରିଚିତି ହାସଲ କରିଛନ୍ତି। ଅଭିନୟ ସହ ନୃତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ରୁଚି। ସୋସିଆଲ ମିଡିଆରେ ଡ୍ୟାନ୍ସ, ଲିପ୍ସିଙ୍କ୍ ଓ ଲାଇଫ୍ଷ୍ଟାଇଲ୍ ଭିଡିଓ ମାଧ୍ୟମରେ ସେ ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।