Viral Video: ଓଡ଼ିଆ ମନୋରଞ୍ଜନ ଜଗତର ଜଣାଶୁଣା ଅଭିନେତ୍ରୀ ମିଠିଙ୍କ ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲବମ୍ ଜଗତରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମିଠି ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମାରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ଅଭିନୀତ 'ଏ ଗଉରା', 'ନାଁ ଟି ତା'ର ବୁଲବୁଲ୍', 'ରୁପେଲି ନଈ ଧାରେ', 'ହେଇଗଲା ତାକୁ ଶୋହଳ' ଓ 'ଏ ସାଲୁ' ଭଳି ଅନେକ ଆଲବମ୍ ଗୀତ ଆଜି ବି ଦର୍ଶକଙ୍କ ମନରେ ରହିଛି। ତାଙ୍କର ଏହି ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।