<?xml version="1.0" encoding="UTF-8"?><urlset xmlns="http://www.sitemaps.org/schemas/sitemap/0.9" xmlns:video="http://www.google.com/schemas/sitemap-video/1.1"><url><loc>https://www.zeenewsodia.com/short-videos/viral-video-of-odia-actress-mithi-14-november-2026-3402843</loc><video:video><video:content_loc>https://vodakm.zeenews.com/vod/Mithii_Video.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/14/4020-mithiivideo-1794665710-00000003.jpg</video:thumbnail_loc><video:description><![CDATA[Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>53</video:duration><video:publication_date>2026-11-14T19:45:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/singer-aseema-panda-with-mukul-and-soona-dey-video-goes-viral-3402737</loc><video:video><video:content_loc>https://vodakm.zeenews.com/vod/asima_sonamukul.mp4/index.m3u8</video:content_loc><video:title><![CDATA[Video: ସୋନା-ମୁକୁଲଙ୍କ ସହ ଗାୟିକା ଅସୀମା, ଭିଡିଓ ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/11/3935-asimasonamukul-1794417012-00000003.jpg</video:thumbnail_loc><video:description><![CDATA[Viral Video: ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହେବାରେ ଲାଗିଛି । କାରଣ ଚର୍ଚ୍ଚିତ ଯୋଡି ସୋନା-ମୁକୁଲଙ୍କ ସହ ଗାୟିକା ଅସୀମା ପଣ୍ଡା ଏହି ନୂଆ ଗୀତରେ ଡ୍ୟାନ୍ସ କରିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ ।]]></video:description><video:duration>19</video:duration><video:publication_date>2026-11-11T22:40:01+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-actress-debasmita-panda-viral-video-11-november-2026-3402713</loc><video:video><video:content_loc>https://vodakm.zeenews.com/vod/Debbaaaa.mp4/index.m3u8</video:content_loc><video:title><![CDATA[Debasmita Panda Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/11/3924-debbaaaa-1794385215-00000003.jpg</video:thumbnail_loc><video:description><![CDATA[Actress Debasmita Panda Video:ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ। ଅନେକ ଓଡ଼ିଆ ଧାରାବାହିକରେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିବା ଦେବସ୍ମିତା ନିଜ ଅଭିନୟ ଯାତ୍ରାର ଆରମ୍ଭ ‘ରଘୁପତି ରାଘବ ରାଜାରାମ’ ଚଳଚ୍ଚିତ୍ରରୁ କରିଥିଲେ। ନିକଟରେ ତାଙ୍କୁ ଲୋକପ୍ରିୟ ରିଆଲିଟି ସୋ’ ‘ଡାନ୍ସ ଓଡ଼ିଶା ଡାନ୍ସ’ରେ ମଧ୍ୟ ଦେଖିବାକୁ ମିଳିଛି। ଏବେ ତାଙ୍କର ଏହି ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>18</video:duration><video:publication_date>2026-11-11T13:50:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/tourists-witness-thrilling-tiger-hunt-in-debrigarh-wildlife-sanctuary-3402659</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Debrigarhh.mp4/index.m3u8</video:content_loc><video:title><![CDATA[Viral Video: ପର୍ଯ୍ୟଟକଙ୍କ ଆଖି ସାମ୍ନାରେ ସମ୍ବର ଶିକାର କଲା ରୟାଲ ବେଙ୍ଗଲ ଟାଇଗର, ଭିଡିଓ ଭାଇରାଲ୍..]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/10/3897-debrigarhh-1794288911-00000003.jpg</video:thumbnail_loc><video:description><![CDATA[Debrigarh Tiger Viral Video: ଡେବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି ଜଙ୍ଗଲର ରୋମାଞ୍ଚକର ଦୃଶ୍ୟ। ଗୋଟିଏ ରୟାଲ ବେଙ୍ଗଲ ଟାଇଗର ବା ମହାବଳ ବାଘ ସମ୍ବର ଶିକାର କରି ଖାଉଥିବା ଦୃଶ୍ୟକୁ କିଛି ପର୍ଯ୍ୟଟକ ନିଜ ଆଖିରେ ଦେଖିଛନ୍ତି। ସୂଚନା ଅନୁସାରେ, ଗତକାଲି ଡେବ୍ରିଗଡ଼ ଅଭୟାରଣ୍ୟରେ ଏହି ମହାବଳ ବାଘକୁ ଦେଖିଥିଲେ ପର୍ଯ୍ୟଟକ। ବାଘଟି ଏକ ସମ୍ବରକୁ ଶିକାର କରି ଖାଉଥିବା ଦୃଶ୍ୟ ସେମାନଙ୍କ ପାଇଁ ବେଶ୍ ରୋମାଞ୍ଚକର ଅନୁଭୂତି ଥିଲା। ଜଙ୍ଗଲରେ ବାଘର ଏଭଳି ଶିକାର ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ଉତ୍ସାହିତ ହୋଇଥିବା ଜଣାପଡ଼ିଛି।]]></video:description><video:duration>128</video:duration><video:publication_date>2026-11-10T11:05:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/drone-videos-of-puri-jagannath-temple-interior-circulate-on-social-media-3402657</loc><video:video><video:content_loc>https://vodakm.zeenews.com/vod/ZEE_ODISHA/PURIREEL.mp4/index.m3u8</video:content_loc><video:title><![CDATA[Srimandir Viral Video: ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ଭାଇରାଲ ହେଲା ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/10/3896-purireel-1794283515-00000003.jpg</video:thumbnail_loc><video:description><![CDATA[Srimandir Viral Video: ପୁଣି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ୍। ଶ୍ରୀମନ୍ଦିର ଭିତର ବେଢ଼ା ସମେତ ପାର୍ଶ୍ୱ ଦେବାଦେବୀ ମନ୍ଦିରର ଦୃଶ୍ୟ ଡ୍ରୋନ୍ କ୍ୟାମେରାରେ କଏଦ ହୋଇ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ସୂଚନା ଅନୁସାରେ, ୪ ଦିନ ତଳେ 'flywithminu' ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଜୁଆଲ୍ ସହ ବେଳାଭୂମିର ଦୃଶ୍ୟ ଥିବା ଏକ ଭିଡିଓ ପୋଷ୍ଟ ହୋଇଥିଲା। ସେହିପରି ଅକ୍ଟୋବର ୩୧ ତାରିଖରୁ 'sailor lens' ନାମକ ଅନ୍ୟ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମଧ୍ୟ ଶ୍ରୀମନ୍ଦିର ଭିତର ବେଢ଼ାର ଡ୍ରୋନ୍ ଭିଜୁଆଲ୍ ଭାଇରାଲ୍ ହେଉଛି। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଥିବା ସତ୍ତ୍ୱେ ଏଭଳି ଭିଡିଓ କିପରି ସୁଟିଂ ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ମଧ୍ୟ ଡ୍ରୋନ୍ ଉଡ଼ାଇ କିଛି ୟୁଟ୍ୟୁବର୍ ଧରାପଡ଼ିବା ପରେ ସେମାନଙ୍କୁ ନୋଟିସ୍ ଦେଇ ଛାଡ଼ି ଦିଆଯାଇଥିବା ଅଭିଯୋଗ ରହିଛି।]]></video:description><video:duration>33</video:duration><video:publication_date>2026-11-10T09:35:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-singer-satyajeet-pradhan-video-viral-near-stage-3402638</loc><video:video><video:content_loc>https://vodakm.zeenews.com/vod/Satyajeet_sin.mp4/index.m3u8</video:content_loc><video:title><![CDATA[Video: ମଞ୍ଚ ତଳେ ଭିଡରେ ଗାୟକ ସତ୍ୟଜିତ୍, ଭିଡିଓ ହେଲା ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/09/3889-satyajeetsin-1794243914-00000003.jpg</video:thumbnail_loc><video:description><![CDATA[Viral Video: ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଛି । ଗାୟକ ସତ୍ୟଜିତ ପ୍ରଧାନ ନିଜର କିଛି ପ୍ରଶଂସକଙ୍କ ଗହଣରେ ଗୀତ ଗାଉଛନ୍ତି । ସତ୍ୟଜିତଙ୍କ ସ୍ୱରରେ ସ୍ୱର ମିଶାଇ ପ୍ରଶଂସକମାନେ ଗୀତ ଗାଉଛନ୍ତି ।]]></video:description><video:duration>50</video:duration><video:publication_date>2026-11-09T22:35:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/actress-pihuu-mohapatra-with-biswarupa-rout-video-goes-viral-3402636</loc><video:video><video:content_loc>https://vodakm.zeenews.com/vod/Pihu_biswarupa.mp4/index.m3u8</video:content_loc><video:title><![CDATA[Video: ଅଭିନେତ୍ରୀ ପିହୁଙ୍କ ଟିଫିନ୍ ଖାଇଲେ ବିଶ୍ୱରୂପା, ଆଉ ତାପରେ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/09/3888-pihubiswarupa-1794237615-00000003.jpg</video:thumbnail_loc><video:description><![CDATA[Viral Video: ଅଭିନେତ୍ରୀ ପିହୁ ମହାପାତ୍ର ନିଜ ରୋକଠୋକ କଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆରେ । ତେବେ ନିକଟରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କ ସହ ଏଥର ପିହୁଙ୍କ ଭିଡିଓ ଭାଇରାଲ୍ ହୋଇଛି । ଦେଖନ୍ତୁ ଏହି ଭିଡିଓ]]></video:description><video:duration>90</video:duration><video:publication_date>2026-11-09T20:50:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/bidusmita-dash-mantri-shares-special-glimpses-of-diwali-celebration-3402615</loc><video:video><video:content_loc>https://vodakm.zeenews.com/vod/BIDUUU11.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଲା ଅଭିନେତ୍ରୀ ବିଦୁସ୍ମିତା ଦାଶଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/09/3879-biduuu11-1794211510-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀଙ୍କ ଦୀପାବଳି ଉତ୍ସବ ପାଳନର ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଏକାଧିକ ଓଡ଼ିଆ ଫିଲ୍ମ ଓ ଆଲବମରେ ନିଜ ଅଭିନୟ ଏବଂ ଆଇଟମ୍ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ମନ ଜିଣିଥିବା ବିଦୁସ୍ମିତା ନିକଟରେ ଅନ୍ୟ ଅଭିନେତ୍ରୀମାନଙ୍କ ସହ ଦୀପାବଳି ପାର୍ଟିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଜିନା ସାମଲ ପଣିଗ୍ରାହୀ ନିଜର ମନମୋହକ ପରିବେଷଣରେ ଷ୍ଟେଜ୍‌କୁ ଦୁଲୁକାଇଥିଲେ। ଏହି ଅବିସ୍ମରଣୀୟ ଉତ୍ସବର କିଛି ସୁନ୍ଦର ମୁହୂର୍ତ୍ତକୁ ବିଦୁସ୍ମିତା ସୋସିଆଲ ମିଡିଆରେ ସେୟାର କରିଛନ୍ତି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>45</video:duration><video:publication_date>2026-11-09T13:35:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/entertainment-7-nov-2026-jatra-actress-smaranika-priyadarshini-dance-video-viral-outside-jatra-stage-3402559</loc><video:video><video:content_loc>https://vodakm.zeenews.com/vod/lkv.mp4/index.m3u8</video:content_loc><video:title><![CDATA[Video Viral: ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀଙ୍କ ଏହି ଭିଡ଼ିଓ ଦେଖିଛନ୍ତି କି?]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/07/3849-lkv-1794071711-00000003.jpg</video:thumbnail_loc><video:description><![CDATA[Video Viral: ଯାତ୍ରା ଅଭିନେତ୍ରୀ ସ୍ମରଣିକା ପ୍ରିୟଦର୍ଶିନୀ। ସେ  ରଜ କୁଇନ୍  ସିଜିନ୍ -୩ ର ବିଜେତାଥିଲେ। ପରେ ସେ ଏକାଧିକ ସିରିଏଲ୍ ରେ ଅଭିନୟ କରିଛନ୍ତି। ଏବେ ସେ ଯାତ୍ରାରେ ଅଭିନୟ କରୁଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ....]]></video:description><video:duration>30</video:duration><video:publication_date>2026-11-07T22:45:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-6-nov-2026-playback-singer-antara-chakraborty-video-viral-from-road-side-3402499</loc><video:video><video:content_loc>https://vodakm.zeenews.com/vod/regregrds.mp4/index.m3u8</video:content_loc><video:title><![CDATA[Viral Video: କଣ୍ଠଶିଳ୍ପୀ ଅନ୍ତରାଙ୍କ 'ଧନ' କିଏ? ଦେଖନ୍ତୁ ଏହି ଭିଡିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/06/3816-regregrds-1793949311-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ତାଙ୍କର ଗୀତ ଲୋକଙ୍କ ମନ କିଣେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନ୍ତରା ରାସ୍ତା କଡରେ ଏକ ଗୀତରେ ଡାନ୍ସ କରି...]]></video:description><video:duration>14</video:duration><video:publication_date>2026-11-06T12:45:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-jatra-5-nov-2026-actress-payal-patel-video-viral-from-back-stage-3402470</loc><video:video><video:content_loc>https://vodakm.zeenews.com/vod/payel.mp4/index.m3u8</video:content_loc><video:title><![CDATA[Viral Video: ସାଇଙ୍କ ପରେ ଆଉ କାହାକୁ ମନଦେଲେ ଯାତ୍ରା ଅଭିନେତ୍ରୀ ପାୟଲ, ଭିଡିଓ ଭାଇରାଲ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/05/3785-payel-1793862911-00000003.jpg</video:thumbnail_loc><video:description><![CDATA[Viral Video: ଯାତ୍ରା ଅଭିନେତ୍ରୀ ପାୟଲ ପଟେଲ। ସାଇ-ପାୟଲଙ୍କ ଯୋଡି଼ କୁ ଦର୍ଶକ ଖୁବ୍ ଭଲ ପାଇବା ଦିଅନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ...]]></video:description><video:duration>24</video:duration><video:publication_date>2026-11-05T12:45:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-actress-lipi-mohapatra-viral-video-04-november-2026-3402450</loc><video:video><video:content_loc>https://vodakm.zeenews.com/vod/LIZZZZZZZ.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/04/3765-lizzzzzzz-1793812816-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ଅଭିନେତ୍ରୀ ଲିପି ମହାପାତ୍ର। ଅନେକ ଆଲବମ୍ ଓ ଲୋକପ୍ରିୟ ରିଆଲିଟି ସୋ' ରେ କାମ କରି ସେ ଖୁବ୍ ଚର୍ଚ୍ଚାରେ ରହି ଆସିଛନ୍ତି। ତାଙ୍କର ବିବାହକୁ ନେଇ ଅନେକ ସମୟରେ ଅନେକ ଗୁଜବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ନିକଟରେ ସେ ନିଜର ଏକ ସୁନ୍ଦର ଭିଡିଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>60</video:duration><video:publication_date>2026-11-04T22:50:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/entertainment-4-nov-2026-why-jatra-actress-rani-panda-crying-video-viral-3402427</loc><video:video><video:content_loc>https://vodakm.zeenews.com/vod/Rani_panda.mp4/index.m3u8</video:content_loc><video:title><![CDATA[Viral Video: ପୁଣି ପ୍ରେମରେ ଧୋକା ପାଇଲେ କି ରାଣୀ? କାହା ପାଇଁ କାନ୍ଦିଲେ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/04/3755-ranipanda-1793796912-00000003.jpg</video:thumbnail_loc><video:description><![CDATA[Viral Video: ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା। ତାଙ୍କର ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ରାଣୀ ପଣ୍ତା କାନ୍ଦୁଛନ୍ତି। ହେଲେ କାହା ପାଇଁ ତାଙ୍କର ଏ ଲୁହ ବାରି ହୋଇପଡୁଛି। ...]]></video:description><video:duration>59</video:duration><video:publication_date>2026-11-04T18:25:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/heroic-rescue-in-andhra-pradesh-ci-saves-three-women-stranded-on-a-car-roof-3402424</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Rescuee.mp4/index.m3u8</video:content_loc><video:title><![CDATA[Viral Video: ବାତ୍ୟା 'ମୁରାସୁ'ର ତାଣ୍ଡବ, ବନ୍ୟାଜଳରେ ଫସିଲେ ୩ ମହିଳା, ଭାଇରାଲ ହେଲା ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/04/3752-rescuee-1793794816-00000003.jpg</video:thumbnail_loc><video:description><![CDATA[Cyclone Murasu: ''ମୁରାସୁ'' (Murasu) ବାତ୍ୟା ଜନିତ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ର ର ପଲନାଡୁ ଜିଲ୍ଲାର ତିମ୍ମାପୁରମ୍ ଅଣ୍ଡରପାସ୍‌ରେ ବନ୍ୟାଜଳ ମାଡ଼ି ଆସିଥିଲା, ଯାହା ଫଳରେ ତିନି ଜଣ ମହିଳା ଏକ ବିପଜ୍ଜନକ ପରିସ୍ଥିତିରେ ପଡ଼ିଯାଇଥିଲେ। ଏକ କାର୍ ବନ୍ୟାଜଳରେ ବୁଡ଼ିବା ଆରମ୍ଭ କରିବାରୁ, ଜଣେ ମହିଳା ନିଜ ଜୀବନ ବଞ୍ଚାଇବା ପାଇଁ ଗାଡ଼ିର ଛାତ ଉପରକୁ ଚଢ଼ିଯାଇଥିଲେ। ଏହି ସମୟରେ, ଏକ ସ୍କୁଟରରେ ଯାତ୍ରା କରୁଥିବା ଅନ୍ୟ ଦୁଇ ଜଣ ମହିଳା ମଧ୍ୟ ବନ୍ୟାଜଳରେ ଫସିଯାଇଥିଲେ ଏବଂ ସେମାନେ ମଧ୍ୟ ସେହି କାର୍‌ର ଛାତ ଉପରକୁ ଉଠିଯିବାରେ ସକ୍ଷମ ହୋଇଥିଲେ।]]></video:description><video:duration>47</video:duration><video:publication_date>2026-11-04T17:50:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/cute-baby-girl-shilabati-dance-video-viral-in-social-media-3402410</loc><video:video><video:content_loc>https://vodakm.zeenews.com/vod/sila_bati.mp4/index.m3u8</video:content_loc><video:title><![CDATA[Shilabati: ନାଚରେ ବଡ କଳାକାରଙ୍କୁ ପଛରେ ପକେଇଦବ ଏହି କୁନି ଝିଅ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/04/3733-silabati-1793770816-00000003.jpg</video:thumbnail_loc><video:description><![CDATA[Viral Video: ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି । ଏହି କୁନି ଝିଅର ଏକ୍ସପ୍ରେସନ ଗୀତର ତାଳେ ତାଳେ ଖୁବ ନିଆରା ହୋଇଥିବାରୁ ଏହା ହୃଦୟକୁ ଛୁଇଁଛି । କୁନି ଝିଅକୁ ଖୁବ ପ୍ରଶଂସା ମିଳିଛି ।]]></video:description><video:duration>54</video:duration><video:publication_date>2026-11-04T11:10:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-actress-biswarupa-rout-viral-video-on-03-november-2026-3402403</loc><video:video><video:content_loc>https://vodakm.zeenews.com/vod/DFFRSFCSFCDS.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/03/3727-dffrsfcsfcds-1793725512-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ଟେଲି ଜଗତର ଖୁବ୍ ଜଣାଶୁଣା ଚେହାରା ଅଭିନେତ୍ରୀ ବିଶ୍ୱରୂପା ରାଉତ ତାଙ୍କ ଚୁଲବୁଲି ଅନ୍ଦାଜ ଓ ସୁନ୍ଦର ଅଭିନୟ ପାଇଁ ଖୁବ୍ ପରିଚିତ। ନିକଟରେ ତାଙ୍କର ଏକ ବିବାଦ ଯୋଗୁ ସେ ଚର୍ଚ୍ଚାକୁ ଆସିଛନ୍ତି। RR Production ସହ ଜଡ଼ିତ ଏହି ବିବାଦରେ ଏକ BTS ଭିଡିଓର ପ୍ରସାରଣ ଏବଂ ପାରିଶ୍ରମିକ ବାକି ରହିଥିବା ନେଇ ସେ ଅଭିଯୋଗ ଉଠାଇଥିଲେ। ତେବେ ଏହି ବିବାଦ ଭିତରେ ତାଙ୍କର ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।&nbsp;]]></video:description><video:duration>41</video:duration><video:publication_date>2026-11-03T22:35:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/heartbreaking-incident-newborn-body-found-on-roadside-in-keonjhar-3402373</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Eewsded.mp4/index.m3u8</video:content_loc><video:title><![CDATA[Viral Video: ରାସ୍ତାକଡ଼ରେ ନବଜାତ ଶିଶୁର ମୃତଦେହ, କୁକୁର ଖାଉଥିବା ବେଳେ ଦେଖିଲେ ଲୋକ, ଭିଡିଓ ଭାଇରାଲ..]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/03/3718-eewsded-1793702111-00000003.jpg</video:thumbnail_loc><video:description><![CDATA[Viral Video: କେନ୍ଦୁଝର ଟାଉନ ଥାନା ଗୋବିନ୍ଦମୁଣ୍ଡା ଛକ ରାସ୍ତା ପାର୍ଶ୍ୱରେ ଆଜି ଏକ ଅଭାନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ସକାଳୁ ସକାଳୁ ଏକ ନବଜାତ ଶିଶୁକୁ କୁକୁର ଖାଉଥିବା ସ୍ଥାନିୟ ଲୋକ ଦେଖି କୁକୁରକୁ ଘଉଡାଇବା ସହ ଶିଶୁ ଉପରେ ଘୋଡଣି ପକେଇ ଦେଉଥିଲେ। ପରେ ଖବର ପାଇ ପୋଲିସ ପହଞ୍ଚି ମୃତ ଶିଶୁ କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ତେବେ କେଉଭଳି ଭାବେ ଶିଶୁ ଟି ଏଠାରେ ପଡ଼ିଲା ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।]]></video:description><video:duration>38</video:duration><video:publication_date>2026-11-03T16:05:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/romyanjali-priyadarshinee-reels-viral-on-sabun-makha-gora-badana-song-3402363</loc><video:video><video:content_loc>https://vodakm.zeenews.com/vod/roumyanjali_Adhana.mp4/index.m3u8</video:content_loc><video:title><![CDATA[Video: ରୌମ୍ୟାଞ୍ଜଳୀଙ୍କ ସହ 'ଏ ଧନ'କୁ ନେଇ ଚର୍ଚ୍ଚାରେ ଥିବା ଯୁବକ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/03/3708-roumyanjaliadhana-1793694011-00000003.jpg</video:thumbnail_loc><video:description><![CDATA[Viral Video: ଅଭିନେତ୍ରୀ ରୌମ୍ୟାଞ୍ଜଳୀ ପ୍ରିୟଦର୍ଶିନୀଙ୍କ କିଛି ଭିଡିଓ ଏବଂ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏହା ସେମଧ୍ୟରୁ ଗୋଟିଏ । 'ଏ ଧନ'କୁ ନେଇ ଚର୍ଚ୍ଚାରେ ଥିବା ଯୁବକଙ୍କ ସହ ରୌମ୍ୟାଞ୍ଜଳୀ କିପରି ନୃତ୍ୟ କରୁଛନ୍ତି ଆପଣ ଦେଖନ୍ତୁ ।]]></video:description><video:duration>22</video:duration><video:publication_date>2026-11-03T13:50:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-actress-debasmita-panda-video-goes-viral-01-november-2026-3402280</loc><video:video><video:content_loc>https://vodakm.zeenews.com/vod/Debasmita.mp4/index.m3u8</video:content_loc><video:title><![CDATA[Debasmita Panda Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/01/3657-debasmita-1793539514-00000003.jpg</video:thumbnail_loc><video:description><![CDATA[Actress Debasmita Panda Video:ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ। ଅନେକ ଓଡ଼ିଆ ଧାରାବାହିକରେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିଥିବା ଦେବସ୍ମିତା ନିଜ ଅଭିନୟ ଯାତ୍ରାର ଆରମ୍ଭ ‘ରଘୁପତି ରାଘବ ରାଜାରାମ’ ଚଳଚ୍ଚିତ୍ରରୁ କରିଥିଲେ। ନିକଟରେ ତାଙ୍କୁ ଲୋକପ୍ରିୟ ରିଆଲିଟି ସୋ’ ‘ଡାନ୍ସ ଓଡ଼ିଶା ଡାନ୍ସ’ରେ ମଧ୍ୟ ଦେଖିବାକୁ ମିଳିଛି। ଏବେ ତାଙ୍କର ଏହି ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>35</video:duration><video:publication_date>2026-11-01T18:55:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/md-issues-fishermen-warning-as-sea-turns-rough-to-very-rough-along-odisha-coast-3402277</loc><video:video><video:content_loc>https://vodakm.zeenews.com/vod/ZEE_ODISHA/PANIPAGAj.mp4/index.m3u8</video:content_loc><video:title><![CDATA[Rain in Odisha: ଓଡ଼ିଶାରେ ପ୍ରବଳ ପବନ ଓ ବର୍ଷା ଆଶଙ୍କା, ଏହି ସବୁ ସ୍ଥାନ ପାଇଁ ଆଲର୍ଟ ଜାରି...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/11/01/3654-panipagaj-1793532615-00000003.jpg</video:thumbnail_loc><video:description><![CDATA[Rain in Odisha: ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ବର ୨ ତାରିଖ ରାତି ପ୍ରାୟ ୧୧ଟା ୩୦ରୁ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।]]></video:description><video:duration>307</video:duration><video:publication_date>2026-11-01T17:00:05+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url></urlset>