<?xml version="1.0" encoding="UTF-8"?><urlset xmlns="http://www.sitemaps.org/schemas/sitemap/0.9" xmlns:video="http://www.google.com/schemas/sitemap-video/1.1"><url><loc>https://www.zeenewsodia.com/videos/khallikote-mla-purnachandra-sethi-allegedly-attacked-during-flood-review-in-ganjam-3402242</loc><video:video><video:content_loc>https://vodakm.zeenews.com/vod/ZEE_ODISHA/MLAVIDIDEO.mp4/index.m3u8</video:content_loc><video:title><![CDATA[Viral Video: ବନ୍ୟା ସ୍ଥିତି ଦେଖିବାକୁ ଯାଇ ବିଧାୟକ ହଟହଟା! ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଘେରିଲେ ଲୋକେ, ଭିଡିଓ ଭାଇରାଲ..]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/31/3632-mlavidideo-1793449513-00000003.jpg</video:thumbnail_loc><video:description><![CDATA[Viral Video: ବନ୍ୟା ପରିସ୍ଥିତିର ସମୀକ୍ଷା କରିବାକୁ ଯାଇଥିବା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଘେରିଲେ ଉତ୍ତ୍ୟକ୍ତ ଲୋକେ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏଭଳି ଏକ ଅପ୍ରୀତିକର ଘଟଣା ଘଟିଛି। ବନ୍ୟା ପରବର୍ତ୍ତୀ ସମସ୍ୟା ଓ ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ହଠାତ୍ ଉତ୍ତେଜନାର ରୂପ ନେଇଥିଲା। ଏହି ସମୟରେ ବିଧାୟକଙ୍କୁ ଲୋକେ ଘେରିବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୁରୁଷୋତ୍ତମପୁର ଅଞ୍ଚଳରେ ବନ୍ୟା ସ୍ଥିତି ଓ ଏହାର ପରବର୍ତ୍ତୀ ପରିସ୍ଥିତି ସମୀକ୍ଷା କରିବାକୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯାଇଥିଲେ। ତେବେ ବନ୍ୟା ପରେ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଦୁର୍ଦ୍ଦଶାକୁ ନେଇ ସେଠାରେ ଅସନ୍ତୋଷ ରହିଥିଲା।]]></video:description><video:duration>61</video:duration><video:publication_date>2026-10-31T17:55:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/viral-video-of-odia-actress-mithi-takes-social-media-by-storm-3402206</loc><video:video><video:content_loc>https://vodakm.zeenews.com/vod/MKITHI_VIDEO.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/30/3608-mkithivideo-1793358612-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ମନୋରଞ୍ଜନ ଜଗତର ଜଣାଶୁଣା ଅଭିନେତ୍ରୀ ମିଠିଙ୍କ ଏକ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲବମ୍ ଜଗତରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିବା ମିଠି ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମାରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ଅଭିନୀତ 'ଏ ଗଉରା', 'ନାଁ ଟି ତା'ର ବୁଲବୁଲ୍', 'ରୁପେଲି ନଈ ଧାରେ', 'ହେଇଗଲା ତାକୁ ଶୋହଳ' ଓ 'ଏ ସାଲୁ' ଭଳି ଅନେକ ଆଲବମ୍ ଗୀତ ଆଜି ବି ଦର୍ଶକଙ୍କ ମନରେ ରହିଛି। ତାଙ୍କର ଏହି ନୂଆ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>35</video:duration><video:publication_date>2026-10-30T16:40:06+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/ollywood-actress-elina-samantray-video-viral-on-the-song-kabadi-kabadi-3402201</loc><video:video><video:content_loc>https://vodakm.zeenews.com/vod/Elina_kabadi.mp4/index.m3u8</video:content_loc><video:title><![CDATA[Video: ଦେବଜାନୀଙ୍କ ଗୀତରେ ଏଲିନା, ଭିଡିଓ ହେଲା ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/30/3603-elinakabadi-1793350214-00000003.jpg</video:thumbnail_loc><video:description><![CDATA[Viral Video: 'କବାଡି କବାଡି' ଗୀତରେ ଦମଦାର ନୃତ୍ୟ ପରିବେଷଣ କରୁଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆପଣଙ୍କୁ କହିରଖୁଛୁ ଯେ, ଏହି ଗୀତଟିରେ ଅଭିନେତ୍ରୀ ଦେବଜାନୀ ଏବଂ ଅଭିନେତା ବବି ମିଶ୍ରଙ୍କୁ ଆପଣ ପରଦାରେ ଦେଖିଥିଲେ । ତେବେ ଦୀର୍ଘ ବର୍ଷ ପରେ ଏଲିନା ଏହି ଗୀତରେ ରିଲ୍ ପ୍ରସ୍ତୁତ କରିଛନ୍ତି ।]]></video:description><video:duration>36</video:duration><video:publication_date>2026-10-30T14:20:05+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/cyclone-arnab-triggers-flash-floods-in-odisha-helicopter-rescue-begins-in-ganjam-3402185</loc><video:video><video:content_loc>https://vodakm.zeenews.com/vod/ZEE_ODISHA/dsdcsdc.mp4/index.m3u8</video:content_loc><video:title><![CDATA[Coast Guard Helicopter: ଗଞ୍ଜାମରେ ବନ୍ୟାର କରାଳ ରୂପ: ଉଦ୍ଧାର ପାଇଁ ପହଞ୍ଚିଲା କୋଷ୍ଟଗାର୍ଡ ହେଲିକପ୍ଟର]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/29/3585-stithi.jpg</video:thumbnail_loc><video:description><![CDATA[Coast Guard Helicopter Deployed for Rescue: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨ ହଜାର ଲୋକ ପାଣିଘେରରେ ଫସିଥିବାରୁ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ କୋଷ୍ଟଗାର୍ଡର ହେଲିକପ୍ଟର ନିୟୋଜିତ ହୋଇଛି। ଗତ ୨୪ ଘଣ୍ଟାରେ ଗଞ୍ଜାମର ପାତ୍ରପୁରରେ ସର୍ବାଧିକ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ, କନ୍ଧମାଳର ଜି. ଉଦୟଗିରିରେ ୪୬୨.୪ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ଓ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାରା ଉଭୟ ଜିଲ୍ଲାର ପ୍ରାୟ ୧,୦୦୦ ଗାଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ ନଜର ରଖାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।]]></video:description><video:duration>64</video:duration><video:publication_date>2026-10-29T21:55:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/2-dead-due-to-suffocation-in-room-at-keonjhar-3402162</loc><video:video><video:content_loc>https://vodakm.zeenews.com/vod/ZEE_ODISHA/CEWFE.mp4/index.m3u8</video:content_loc><video:title><![CDATA[Keonjhar News: ଶ୍ବାସରୁଦ୍ଧ ହୋଇ ୨ଜଣ ମୃତ୍ୟୁ, ୩ ଗୁରୁତର]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/29/3572-cewfe-1793260511-00000003.jpg</video:thumbnail_loc><video:description><![CDATA[]]></video:description><video:duration>238</video:duration><video:publication_date>2026-10-29T13:25:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/entertainment-28-oct-2026-odia-singer-antara-chakrabarty-new-video-viral-from-a-room-3402123</loc><video:video><video:content_loc>https://vodakm.zeenews.com/vod/ewfefvergs.mp4/index.m3u8</video:content_loc><video:title><![CDATA[Viral Video: ଅନ୍ତରାଙ୍କ ଏହି ଭିଡିଓ ଆପଣ ଦେଖିଛନ୍ତି କି?]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/28/3539-ewfefvergs-1793169611-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ତାଙ୍କର ସ୍ବର ଖୁବ୍ ମଧୁର, ଯାହା ଶ୍ରୋତାଙ୍କୁ ବାନ୍ଧି ରଖେ। ଏକାଧିକ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡିଓ ରୁମ୍ ଭିତରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>45</video:duration><video:publication_date>2026-10-28T12:10:01+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/ollywood-actress-27-oct-2026-sivani-sangita-video-viral-from-out-of-state-3402109</loc><video:video><video:content_loc>https://vodakm.zeenews.com/vod/sibani_video.mp4/index.m3u8</video:content_loc><video:title><![CDATA[Viral Video: ପ୍ରେମରେ ପଡିଲେ କି ଅଭିନେତ୍ରୀ ଶିବାନୀ, ଦେଖନ୍ତୁ ଭିଡ଼ିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/27/3523-sibanivideo-1793088015-00000003.jpg</video:thumbnail_loc><video:description><![CDATA[Viral Video: ଓଡିଆ ଅଭିନେତ୍ରୀ ଶିବାନୀ ସଙ୍ଗୀତା। କୁନା କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିବା ଶିବାନୀ ଆଜି ଓଲିଉଡ଼ ଇଣ୍ତଷ୍ଟ୍ରିରେ ଜଣେ ଜଣାଶୁଣା ନାୟିକା। ତାଙ୍କର ଅଭିନୟ ଲୋକଙ୍କ ମନ କିଣେ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହୋଇଛି। ଦେଖନ୍ତୁ]]></video:description><video:duration>91</video:duration><video:publication_date>2026-10-27T13:30:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/singer-antara-chakraborty-with-actor-gudu-video-goes-viral-3402103</loc><video:video><video:content_loc>https://vodakm.zeenews.com/vod/antara_gudu.mp4/index.m3u8</video:content_loc><video:title><![CDATA[Video: ଗାୟିକା ଅନ୍ତରାଙ୍କ ସହ ଅଭିନେତା ଗୁଡୁ, ଭିଡିଓ ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/26/3515-antaragudu-1793034612-00000003.jpg</video:thumbnail_loc><video:description><![CDATA[Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ନିଜ ସ୍ୱର ପାଇଁ ସାରା ଓଡ଼ିଶାରେ ଯେପରି ଲୋକପ୍ରିୟ ଠିକ୍ ସେପରି ଅଭିନେତା ଗୁଡୁ ନିଜ କମେଡି ପାଇଁ ମଧ୍ୟ ଲୋକପ୍ରିୟ । ଉଭୟ କଳାକାରଙ୍କୁ ନିକଟରେ ଏକ ମଞ୍ଚରେ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଏହି ଭିଡିଓ]]></video:description><video:duration>39</video:duration><video:publication_date>2026-10-26T22:40:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/bidusmita-viral-video-odia-actress-shares-an-entertaining-new-video-3402090</loc><video:video><video:content_loc>https://vodakm.zeenews.com/vod/Bidushmita.mp4/index.m3u8</video:content_loc><video:title><![CDATA[Bidusmita Viral Video: ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ବିଦୁସ୍ମିତା ଦାଶ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/25/3499-bidushmita-1792952411-00000003.jpg</video:thumbnail_loc><video:description><![CDATA[Bidusmita Viral Video: ଏକାଧିକ ଫିଲ୍ମ ଓ ଆଲବମରେ ଅଭିନୟ କରି ଓଡ଼ିଶାରେ ଖୁବ୍ ଲୋକପ୍ରିୟ ଓଡିଆ ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ତାଙ୍କର ଚମକ୍କାର ଅଭିନୟ ଲୋକଙ୍କ ମନ କିଣିଥାଏ। ତାଙ୍କ ଆଇଟମ୍ ସଙ୍ଗ୍ ଏବେ ବି ଲୋକଙ୍କ ହୃଦୟରେ ଘର କରି ରହିଛି। ନିକଟରେ ସେ ଏକ ମଜାଦାର ଭିଡିଓ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଦେଖନ୍ତୁ ତାଙ୍କର ଏହି ସୁନ୍ଦର ଭିଡିଓ...Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>43</video:duration><video:publication_date>2026-10-25T23:50:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/entertainment-25-oct-2026-actress-varsha-priyadarshini-masti-time-video-viral-3402069</loc><video:video><video:content_loc>https://vodakm.zeenews.com/vod/varsha.mp4/index.m3u8</video:content_loc><video:title><![CDATA[Viral Video: ଜଣେ ନୁହେଁ ଏହି ଦୁଇ ଜଣଙ୍କ ସହ ମସ୍ତି କରୁଛନ୍ତି ଅଭିନେତ୍ରୀ ବର୍ଷା?ଦେଖନ୍ତୁ ଭିଡିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/25/3489-varsha-1792912811-00000003.jpg</video:thumbnail_loc><video:description><![CDATA[Viral Video: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସେ ଏକାଧିକ ଫିଲ୍ମ କରି ଲୋକଙ୍କ ହୃଦୟ ଜିତିଛନ୍ତି। ତେବେ,ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ଦେଖିବାକୁ ମିଳିଛି ଯେ, ସେ ଦୁଇ ଜଣ ଅଭିନେତାଙ୍କ ସହ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>59</video:duration><video:publication_date>2026-10-25T12:50:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-actress-lipi-mohapatra-viral-video-24-october-2026-3402062</loc><video:video><video:content_loc>https://vodakm.zeenews.com/vod/LIPPI.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/24/3482-lippi-1792864209-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ମନୋରଞ୍ଜନ ଜଗତର ପରିଚିତ ଚେହେରା ଲିପି ମହାପାତ୍ର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଅନେକ ଆଲବମ୍ ଓ ଲୋକପ୍ରିୟ ରିଆଲିଟି ସୋ’ରେ କାମ କରି ସେ ଦର୍ଶକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ତାଙ୍କର ଏକ ନୂଆ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଲିପି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। 

Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>20</video:duration><video:publication_date>2026-10-24T23:20:01+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/entertainment-24-october-2026-odia-singer-antara-chakrabarty-saree-dance-video-viral-3402028</loc><video:video><video:content_loc>https://vodakm.zeenews.com/vod/antarareels.mp4/index.m3u8</video:content_loc><video:title><![CDATA[Viral Video: ନିଆରା ଅନ୍ଦାଜରେ ନଜର ଆସିଲେ କଣ୍ଠଶିଳ୍ପୀ ଅନ୍ତରା,ଦେଖନ୍ତୁ ଭିଡିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/24/3458-antarareels-1792828811-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ଅନେକ ସମୟରେ ତାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି । ତେବେ, ଏହାରି ଭିତରେ ଆଉ ଏକ ଭିଡି଼ଓ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>33</video:duration><video:publication_date>2026-10-24T13:30:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/viral-video-odia-actress-mithi-dance-video-grabs-attention-3401995</loc><video:video><video:content_loc>https://vodakm.zeenews.com/vod/MITHI_123.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ସୁନ୍ଦର ଭିଡିଓ!]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/22/3425-mithi123-1792662316-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ମନୋରଞ୍ଜନ ଜଗତର ଜଣାଶୁଣା ଅଭିନେତ୍ରୀ ମିଠିଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାରେ। ଆଲବମ୍‌ ଜଗତରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ମିଠି ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ତାଙ୍କ ଅଭିନୀତ ଅନେକ ଲୋକପ୍ରିୟ ଆଲବମ୍‌ ଗୀତ ଆଜି ମଧ୍ୟ ଦର୍ଶକଙ୍କ ମନରେ ରହିଛି। ‘ଏ ଗଉରା’, ‘ନାଁ ଟି ତା’ର ବୁଲବୁଲ୍’, ‘ରୁପେଲି ନଈ ଧାରେ’, ‘ହେଇଗଲା ତାକୁ ଶୋହଳ’ ଓ ‘ଏ ସାଲୁ’ ଭଳି ଗୀତ ତାଙ୍କୁ ଲୋକପ୍ରିୟତା ଦେଇଥିଲା। ଏବେ ତାଙ୍କର ଏକ ସୁନ୍ଦର ଭିଡିଓକୁ ନେଇ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।]]></video:description><video:duration>53</video:duration><video:publication_date>2026-10-22T15:15:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/naveen-patnaik-craze-at-goshala-ravan-podi-crowd-dances-to-hey-naveen-babu-3401963</loc><video:video><video:content_loc>https://vodakm.zeenews.com/vod/ZEE_ODISHA/NAVEEN.mp4/index.m3u8</video:content_loc><video:title><![CDATA[Naveen Patnaik: ରାବଣ ପୋଡ଼ି ଉତ୍ସବରେ ନବୀନଙ୍କ ଜଲୱା, ‘ହେ ନବୀନ ବାବୁ’ ଗୀତର ତାଳେ ଝୁମିଲେ ଲୋକେ, ଭିଡିଓ ଭାଇରାଲ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/22/3420-naveen-1792641913-00000003.jpg</video:thumbnail_loc><video:description><![CDATA[Viral Video: ଦଶହରା ଓ ରାବଣ ପୋଡ଼ି ଉତ୍ସବରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକଙ୍କ କ୍ରେଜ୍। ଗୋଶାଳାରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ‘ହେ ନବୀନ ବାବୁ’ ଗୀତର ତାଳେ ଝୁମିଛନ୍ତି ଦର୍ଶକ। ଗୀତଟି ବାଜିବା ମାତ୍ରେ ଉତ୍ସବସ୍ଥଳରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।]]></video:description><video:duration>49</video:duration><video:publication_date>2026-10-22T09:35:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/odia-actress-lipi-mahapatra-trends-online-amid-marriage-rumours-3401936</loc><video:video><video:content_loc>https://vodakm.zeenews.com/vod/ZEE_ODISHA/LIPI_NEW_VIDEO.mp4/index.m3u8</video:content_loc><video:title><![CDATA[Viral Video: ଭାଇରାଲ ହେଉଛି ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/21/3391-lipinewvideo-1792555513-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ମନୋରଞ୍ଜନ ଜଗତର ପରିଚିତ ଚେହେରା ଲିପି ମହାପାତ୍ର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଅନେକ ଆଲବମ୍ ଓ ଲୋକପ୍ରିୟ ରିଆଲିଟି ସୋ’ରେ କାମ କରି ସେ ଦର୍ଶକଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏବେ ତାଙ୍କର ଏକ ନୂଆ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଲିପି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଲିପି ମହାପାତ୍ରଙ୍କ ବ୍ୟକ୍ତିଗତ ଜୀବନ, ବିଶେଷକରି ତାଙ୍କ ବିବାହକୁ ନେଇ ସମୟ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ଦେଖିବାକୁ ମିଳିଥାଏ। ତେବେ ଏହି ନୂଆ ଭିଡିଓରେ କ’ଣ ରହିଛି ଏବଂ ଏହାକୁ ନେଇ ପ୍ରଶଂସକଙ୍କ ପ୍ରତିକ୍ରିୟା କ’ଣ, ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ରହିଛି। ଓଡ଼ିଆ ଆଲବମ୍ ଓ ରିଆଲିଟି ସୋ’ ମାଧ୍ୟମରେ ଲୋକପ୍ରିୟତା ପାଇଥିବା ଲିପିଙ୍କ ଏହି ଭିଡିଓକୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଉତ୍ସୁକ ଅଛନ୍ତି।]]></video:description><video:duration>24</video:duration><video:publication_date>2026-10-21T09:35:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/entertainment-20-october-2026-odia-actress-bidusmita-dash-mantry-new-video-viral-from-out-of-odisha-3401922</loc><video:video><video:content_loc>https://vodakm.zeenews.com/vod/ZEE_ODISHA/regregrsgrs.mp4/index.m3u8</video:content_loc><video:title><![CDATA[Viral Video: ଅଭିନେତ୍ରୀ ବିଦୁସ୍ମିତାଙ୍କ ଏହି ଭିଡିଓ ହେଲା ଭାଇରାଲ୍, ଦେଖନ୍ତୁ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/20/3375-regregrsgrs-1792504808-00000003.jpg</video:thumbnail_loc><video:description><![CDATA[Viral Video: ଓଡିଆ ଅଭିନେତ୍ରୀ ତଥା ନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ତାଙ୍କର ଏକ ଭିଡ଼ିଓ ଏକ ସୁନ୍ଦର ସ୍ଥାନରୁ ବେଶ୍ ଭାଇରାଲ୍ ହୋଇଛି। ତାଙ୍କୁ ଦେଖିଲେ ଲାଗୁଛି ତାଙ୍କୁ ପୁଣି ଥରେ ପ୍ରେମ ହେଇଯାଇଛି। ଦେଖନ୍ତୁ...&nbsp;&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>30</video:duration><video:publication_date>2026-10-20T19:30:01+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/odia-actress-19-oct-2026-varsha-priyadarshini-celebrates-drugastami-with-actor-jayjeet-video-goes-viral-3401905</loc><video:video><video:content_loc>https://vodakm.zeenews.com/vod/veswfwfwa.mp4/index.m3u8</video:content_loc><video:title><![CDATA[Viral Video: କାହାସହ ଦୁର୍ଗାଷ୍ଟମୀ ପାଳିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ,ଦେଖନ୍ତୁ ଭିଡିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/19/3355-veswfwfwa-1792415115-00000003.jpg</video:thumbnail_loc><video:description><![CDATA[Viral Video: ଓଲିଉଡ୍ କୁଇନ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେ ଓଡିଆ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡ଼ିଓ ଭାଇରାଲ୍ ହୋଇଛି। ତାହା ପୁଣି ଦୁର୍ଗାଷ୍ଟମୀରେ ଦେଖନ୍ତୁ....&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>63</video:duration><video:publication_date>2026-10-19T18:35:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/actress-biswarupa-rout-latest-video-viral-on-the-song-a-pila-3401897</loc><video:video><video:content_loc>https://vodakm.zeenews.com/vod/Biswarupa_dance.mp4/index.m3u8</video:content_loc><video:title><![CDATA[Video: ଛାତ ଉପରେ ଅଭିନେତ୍ରୀ ବିଶ୍ୱରୂପାଙ୍କ ନୃତ୍ୟ, ଭିଡିଓ ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/19/3347-biswarupadance-1792378511-00000003.jpg</video:thumbnail_loc><video:description><![CDATA[Viral Video: ଅଭିନେତ୍ରୀ ବିଶ୍ୱରୂପା ରାଉତଙ୍କ ଅନେକ ମ୍ୟୁଜିକ୍ ଭିଡିଓକୁ ଲୋକପ୍ରିୟତା ମିଳିଛି । ଛୋଟ ପରଦାରେ ମଧ୍ୟ ଅଭିନୟ ମାଧ୍ୟମରେ ବିଶ୍ୱରୂପା ଅନେକଙ୍କ ହୃଦୟ ଜିଣିଛନ୍ତି । ସୋସିଆଲ ମିଡିଆରେ ରିଲ୍ କରି ବିଶ୍ୱରୂପା ଖୁବ ଭାଇରାଲ୍ ହୋଇଛନ୍ତି ।]]></video:description><video:duration>25</video:duration><video:publication_date>2026-10-19T08:25:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/entertainment-18-cotober-2026-odia-actress-bidusmita-dash-mantry-video-viral-with-baby-mishra-3401871</loc><video:video><video:content_loc>https://vodakm.zeenews.com/vod/ewffes.mp4/index.m3u8</video:content_loc><video:title><![CDATA[Viral Video: ବବି ମିଶ୍ରଙ୍କ ସହ କ'ଣ କରୁଛନ୍ତି ଅଭିନେତ୍ରୀ  ବିଦୁସ୍ମିତା ,ଭିଡିଓ ହେଲା ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/18/3320-ewffes-1792305310-00000003.jpg</video:thumbnail_loc><video:description><![CDATA[Viral Video: ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ତାଙ୍କର ଅଭିନୟ ଲୋକଙ୍କ ମନ କିଣୁଥିବା ବେଳେ ତାଙ୍କର ହସ୍ ନେଟ୍ ଓ ଜଲଓ୍ବାରେ ଦିଓ୍ବାନା ହୁଅନ୍ତି ଦର୍ଶକ। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡ଼ିଓ ଅଭିନେତା ବବି ମିଶ୍ରଙ୍କ ସହ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>25</video:duration><video:publication_date>2026-10-18T12:05:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/one-of-the-best-gyms-in-town-riya-dey-gym-video-draws-attention-3401857</loc><video:video><video:content_loc>https://vodakm.zeenews.com/vod/RIYA_DEY_VIDEOoo.mp4/index.m3u8</video:content_loc><video:title><![CDATA[Riya Dey Video: ଫିଟନେସ୍ ପାଇଁ ରିୟା ଦେଙ୍କ ଜବରଦସ୍ତ ପ୍ରୟାସ, ଟ୍ରେନରଙ୍କୁ ଜଣାଇଲେ ଧନ୍ୟବାଦ, ଦେଖନ୍ତୁ ଏହି ଭିଡିଓ..]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/17/3306-riyadeyvideooo-1792236311-00000003.jpg</video:thumbnail_loc><video:description><![CDATA[Riya Dey: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ନିଜ ଅଭିନୟ ଓ ଚୁଲବୁଲି ଅନ୍ଦାଜ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ପରିଚିତ। ନିଜର ଅଭିନୟ ଦକ୍ଷତା ଓ ଡ୍ୟାନ୍ସ ମାଧ୍ୟମରେ ସେ ଓଲିଉଡ୍‌ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିନୟ ସହ ସୋସିଆଲ ମିଡିଆରେ ମଧ୍ୟ ରିୟା ଖୁବ୍ ସକ୍ରିୟ ରହିଥାନ୍ତି। ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରନ୍ତି। ଏବେ ତାଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚା ହେଉଛି। ରିୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏହାକୁ ନେଇ ଆଗ୍ରହ ଦେଖିବାକୁ ମିଳୁଛି। ତେବେ ଭିଡିଓରେ କ’ଣ ରହିଛି, ତାହା ଦିଆଯାଇଥିବା ସୂଚନାରେ ସ୍ପଷ୍ଟ ହୋଇନାହିଁ। ଓଲିଉଡ୍‌ରେ ନିଜର ଅଭିନୟ ଓ ଆକର୍ଷଣୀୟ ଅନ୍ଦାଜ ପାଇଁ ପରିଚିତ ରିୟା ଦେଙ୍କ ଏହି ଭିଡିଓ ଏବେ ମନୋରଞ୍ଜନ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।]]></video:description><video:duration>71</video:duration><video:publication_date>2026-10-17T16:55:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/bjd-leader-pramila-mallik-dance-video-viral-3401855</loc><video:video><video:content_loc>https://vodakm.zeenews.com/vod/ZEE_ODISHA/cewfwafwea.mp4/index.m3u8</video:content_loc><video:title><![CDATA[Pramila Mallik: ଛାତ୍ର ସଂସଦ ନିର୍ବାଚନରେ ବିଜେଡି ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଧୂଆଁଧାର୍ ଡାନ୍ସ, ଦେଖନ୍ତୁ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/17/3304-cewfwafwea-1792227014-00000003.jpg</video:thumbnail_loc><video:description><![CDATA[Pramila Mallik: ଛାତ୍ର ସଂସଦ ନିର୍ବାଚନରେ ଯାଜପୁର ବରୁଣେଶ୍ବର କଲେଜରେ ବିସିଜେଡିର ବାଜିମାତ୍ ପରେ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ,ଏହାରି ଭିତରେ ପ୍ରମିଳା ମଲ୍ଲିକ୍ ଙ୍କ ଡାନ୍ସ ବି ଭାଇରାଲ୍ ହୋଇଛି। ଦେଖନ୍ତୁ...]]></video:description><video:duration>20</video:duration><video:publication_date>2026-10-17T14:20:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/actress-elina-samantray-video-viral-fom-film-shooting-set-3401847</loc><video:video><video:content_loc>https://vodakm.zeenews.com/vod/22252.mp4/index.m3u8</video:content_loc><video:title><![CDATA[Video: ସୁଟିଂ ସେଟ୍ ରେ ଅଭିନେତ୍ରୀ ଏଲିନାଙ୍କ ଜାମୁକୋଳି ତୋଳା]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/16/3296-22252-1792171815-00000003.jpg</video:thumbnail_loc><video:description><![CDATA[Viral Video: ଅଭିନେତ୍ରୀ ଏଲିନା ସାମନ୍ତରାୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ଅନେକ ସମୟରେ ଏଲିନା ବିଭିନ୍ନ ଫଟୋ ଏବଂ ଭିଡିଓ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରନ୍ତି । ଦେଖନ୍ତୁ ଏହି ଭିଡିଓ]]></video:description><video:duration>54</video:duration><video:publication_date>2026-10-16T23:00:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/short-videos/debasmita-panda-video-goes-viral-watch-the-odia-actress-in-this-video-3401844</loc><video:video><video:content_loc>https://vodakm.zeenews.com/vod/Debaaa.mp4/index.m3u8</video:content_loc><video:title><![CDATA[Debasmita Panda Video: ଚର୍ଚ୍ଚାରେ ଅଭିନେତ୍ରୀ ଦେବସ୍ମିତା ପଣ୍ଡା, ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀଙ୍କ ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/16/3291-debaaa-1792159214-00000003.jpg</video:thumbnail_loc><video:description><![CDATA[Actress Debasmita Panda Video: ଓଡ଼ିଆ ଅଭିନେତ୍ରୀ ଦେବସ୍ମିତା ପଣ୍ଡାଙ୍କୁ ଅନେକ ଓଡ଼ିଆ ଧାରାବାହିକରେ ଆପଣ ଦେଖିଥିବେ। ସେ ତାଙ୍କ ଅଭିନୟର ଆରମ୍ଭ ରଘୁପତି ରାଘବ ରାଜାରାମ ଚଳଚ୍ଚିତ୍ରରୁ ହୋଇଥିଲା। ଏବେ ଓଡ଼ିଆ ଦର୍ଶକ ତାଙ୍କୁ ଡାନ୍ସ ଓଡ଼ିଶା ଡାନ୍ସ  ରିଆଲିଟି ସୋ' ରେ ଦେଖିଥିବେ। ଏବେ ଦେଖନ୍ତୁ ତାଙ୍କରେ ଏହି ଭିଡିଓ...

Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>51</video:duration><video:publication_date>2026-10-16T19:30:05+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/entertainment-12-october-2026-odia-singer-antara-chakrabarty-new-video-viral-3401751</loc><video:video><video:content_loc>https://vodakm.zeenews.com/vod/ZEE_ODISHA/gegreges.mp4/index.m3u8</video:content_loc><video:title><![CDATA[Viral Video:  କଣ୍ଠଶିଳ୍ପୀ ଅନ୍ତରାଙ୍କର ନୂଆ ଭିଡିଓ ଭାଇରାଲ୍, ଦେଖନ୍ତୁ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/12/3206-gegreges-1791827411-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ତାଙ୍କର ଏକ ଭିଡିଓ ଜଣେ ଯୁବକଙ୍କ ସହ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>24</video:duration><video:publication_date>2026-10-12T23:20:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/odia-singer-aseema-panda-video-viral-with-young-man-12-october-2026-3401746</loc><video:video><video:content_loc>https://vodakm.zeenews.com/vod/ZEE_ODISHA/brgrgrd5et.mp4/index.m3u8</video:content_loc><video:title><![CDATA[Viral Video: ଏହି ଯୁବକଙ୍କ ସହ ଭାଇରାଲ୍ ହେଲା ଅସୀମା ପଣ୍ତାଙ୍କ ଭିଡ଼ିଓ, ଦେଖନ୍ତୁ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/12/3200-brgrgrd5et-1791814517-00000003.jpg</video:thumbnail_loc><video:description><![CDATA[Viral Video: ଓଡି଼ଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ଏକାଧିକ ଓଡିଆ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ଜଣେ ଯୁବକଙ୍କ ସହ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଦେଖନ୍ତୁ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>29</video:duration><video:publication_date>2026-10-12T19:45:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/entertainment-11-october-2026-odia-actress-bidusmita-dash-mantry-video-viral-from-seabeach-3401734</loc><video:video><video:content_loc>https://vodakm.zeenews.com/vod/ZEE_ODISHA/fwefefea.mp4/index.m3u8</video:content_loc><video:title><![CDATA[Viral Video: ସମୁଦ୍ର କୂଳରେ କ'ଣ କରୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା, ଦେଖନ୍ତୁ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/11/3184-fwefefea-1791732909-00000003.jpg</video:thumbnail_loc><video:description><![CDATA[Viral Video: ଓଡିଆ ଅଭିନେତ୍ରୀ ତଥା ନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ। ସିନେ ଜଗତରେ ବେଶ୍ ଜଣାଶୁଣା ନାଁ। ତାଙ୍କର ଏକ ଭିଡ଼ିଓ ସମୁଦ୍ରକୂଳରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>28</video:duration><video:publication_date>2026-10-11T21:05:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/young-man-killed-by-snake-bite-in-puri-3401720</loc><video:video><video:content_loc>https://vodakm.zeenews.com/vod/ZEE_ODISHA/refcsedew.mp4/index.m3u8</video:content_loc><video:title><![CDATA[Puri News: ସାପ ସହ ରିଲ୍ସ କରିବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/10/3170-refcsedew-1791651316-00000003.jpg</video:thumbnail_loc><video:description><![CDATA[Puri News: ନାଗ ସାପ ସହ ରିଲ୍ସ କରିବା ହେଲା କାଳ। ରିଲ୍ସ କଲା ବେଳେ ଗଲା ଜୀବନ। ରିଲ୍ସ ବେଳେ ସାପ କାମୁଡ଼ି ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ଜଣକ ହେଉଛନ୍ତି, ମୃତକଙ୍କ ପରିଚୟ ହେଉଛି ସଦର ଥାନା ଅନ୍ତର୍ଗତ କଣ୍ଠାପୁର ଗାଁର ତପନ କୁମାର ପ୍ରଧାନ (୨୮)। ତାଙ୍କ ମୃତଦେହକୁ ପୁରୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ର ଶବଗୃହରେ ରଖାଯାଇଛି। ଆଜି (ଶନିବାର) ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।]]></video:description><video:duration>182</video:duration><video:publication_date>2026-10-10T22:25:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/ollywood-10-october-2026-odia-actress-prakruti-mishra-new-video-viral-3401718</loc><video:video><video:content_loc>https://vodakm.zeenews.com/vod/ZEE_ODISHA/nhknkl.mp4/index.m3u8</video:content_loc><video:title><![CDATA[Viral Video: କାହାକୁ ହୃଦୟ ଦେଇ ବସିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର? ଦେଖନ୍ତୁ ଭିଡ଼ିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/10/3168-nhknkl-1791645013-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ଶିଶୁ କଳାକାର ଭାବେ ସେ ଅଭିନୟ ଆରମ୍ଭ କରିଥିବା ବେଳେ ଏବେ ଓଲିଉଡ଼ର ଜଣେ ଆଗଧାଡିର ଅଭିନେତ୍ରୀ। ହିନ୍ଦୀ ସିରିୟଲ୍ ରେ ଅଭିନୟ କରିଛନ୍ତି। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡ଼ିଓ ଭାଇରାଲ୍ ହୋଇଛି।&nbsp;&nbsp;(Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।)]]></video:description><video:duration>17</video:duration><video:publication_date>2026-10-10T20:40:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/bengaluru-braces-for-cjp-protest-over-sir-and-voter-list-deletions-3401679</loc><video:video><video:content_loc>https://vodakm.zeenews.com/vod/ZEE_ODISHA/DRUVRathee.mp4/index.m3u8</video:content_loc><video:title><![CDATA[Chappal Protest: SIR ବିରୋଧରେ ଜନ-ଅଦାଲତ ପରେ ‘ଚପଲ ବିକ୍ଷୋଭ’, ଭାଇରାଲ ହେଉଛି ଏହି ଭିଡିଓ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/08/3127-druvrathee-1791432014-00000003.jpg</video:thumbnail_loc><video:description><![CDATA[Chappal Protest: ବେଙ୍ଗାଲୁରୁରେ ଅକ୍ଟୋବର ୮ ତାରିଖରେ ‘ଚପଲ ବିକ୍ଷୋଭ’ ଆୟୋଜନ କରିବାକୁ ଘୋଷଣା କରିଛି CJP। CJPର ସହ-ସଂଯୋଜକ ଆଶୁତୋଷ ରଙ୍କାଙ୍କ ଘୋଷଣା ଅନୁସାରେ, ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ ସକାଳ ୧୦ଟା ୩୦ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମେ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIRକୁ ନେଇ ‘ପିପୁଲ୍ସ ଟ୍ରିବ୍ୟୁନାଲ୍’ ବା ଜନ-ଅଦାଲତ ଆୟୋଜିତ ହେବ ଏବଂ ଏହା ପରେ ‘ଚପଲ ବିକ୍ଷୋଭ’ କରାଯିବ। ରଙ୍କା କହିଛନ୍ତି ଯେ SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ ବାଦ ପଡ଼ିଥିବା ବୋଲି ଦାବି କରୁଥିବା କର୍ଣ୍ଣାଟକର ଲୋକଙ୍କ ସହ ଆଲୋଚନା କରାଯିବ।]]></video:description><video:duration>27</video:duration><video:publication_date>2026-10-08T09:30:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/ishwari-panda-ishuu-reel-viral-on-the-song-dhadkuche-mor-dilll-3401670</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Iswari_sambalpuri.mp4/index.m3u8</video:content_loc><video:title><![CDATA[Video: ଅଭିନେତ୍ରୀ ଇଶ୍ୱରୀ ପଣ୍ଡାଙ୍କ ଏହି ଭିଡିଓ ହେଲା ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/06/3118-iswarisambalpuri-1791306012-00000003.jpg</video:thumbnail_loc><video:description><![CDATA[Viral Video: ନିଜର ନିଆରା ଲୁକ୍ ଏବଂ ଏକ୍ସପ୍ରେସନ ପାଇଁ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛନ୍ତି ଇଶ୍ୱରୀ ପଣ୍ଡା । ତେବେ ଇଶ୍ୱରୀଙ୍କ ଅନେକ ରିଲ୍ ଖୁବ ଭାଇରାଲ୍ ହୋଇଛି । କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ ଆପଣ ପୂର୍ବରୁ ଇଶ୍ୱରୀଙ୍କ ନୃତ୍ୟ ଦେଖିସାରିଛନ୍ତି । ନିକଟରେ ଏକ ମ୍ୟୁଜିକ୍ ଭିଡିଓ ସୁଟିଂ ସେଟ୍ ରୁ ଇଶ୍ୱରୀଙ୍କ ଏହି ରିଲ୍ ଖୁବ ଭାଇରାଲ୍ ହୋଇଛି ।]]></video:description><video:duration>62</video:duration><video:publication_date>2026-10-06T22:30:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/odia-singer-aseema-panda-viral-video-6-oct-2026-3401644</loc><video:video><video:content_loc>https://vodakm.zeenews.com/vod/ZEE_ODISHA/bergvregrse.mp4/index.m3u8</video:content_loc><video:title><![CDATA[Viral Video: ନୂଆ ଅନ୍ଦାଜରେ ନଜର ଆସିଲେ କଣ୍ଠଶିଳ୍ପୀ ଅସୀମା ପଣ୍,ଭାଇରାଲ୍ ହେଲା ଏହି ଭିଡ଼ିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/06/3101-bergvregrse-1791264911-00000003.jpg</video:thumbnail_loc><video:description><![CDATA[Viral Video: ଓଡି଼ଆ କଣ୍ଠଶିଳ୍ପୀ ଅସୀମା ପଣ୍ତା। ତେବେ, ଏହାରି ଭିତରେ ତାଙ୍କର ଏକ ଭିଡିଓ ରୁମ୍ ଭିତରୁ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।ଦେଖନ୍ତୁ...&nbsp;&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>35</video:duration><video:publication_date>2026-10-06T11:05:02+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/insta-girl-priyanka-sanam-bulbul-reel-viral-on-the-song-to-baan-danta-tike-beheda-3401639</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Priyanka_gahamgori.mp4/index.m3u8</video:content_loc><video:title><![CDATA[Video: ଇନଷ୍ଟା ଭାଇରାଲ୍ ଗର୍ଲ ପ୍ରିୟଙ୍କା ସନମ ପୁଣି ଚର୍ଚ୍ଚାରେ, ଦେଖନ୍ତୁ ଭିଡିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/05/3095-priyankagahamgori-1791220510-00000003.jpg</video:thumbnail_loc><video:description><![CDATA[Viral Video: ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଥାନ୍ତି ପ୍ରିୟଙ୍କା ସନମ । ତାଙ୍କର ପ୍ରତିଟି ଭିଡିଓ ଖୁବ ଲୋକପ୍ରିୟତା ହାସଲ କରିଥାଏ ଉଭୟ ଇନଷ୍ଟା ଏବଂ ଫେସବୁକରେ । ନିକଟରେ ପ୍ରିୟଙ୍କା ଏହି ରିଲ୍ ସୁଟ୍ କରି ଅପଲୋଡ୍ କରିଛନ୍ତି ।]]></video:description><video:duration>62</video:duration><video:publication_date>2026-10-05T22:45:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/odia-singer-santanu-kumar-latest-video-viral-from-car-3401609</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Santanu_devdas.mp4/index.m3u8</video:content_loc><video:title><![CDATA[Video: କାରରୁ ଭାଇରାଲ୍ ହେଲା କୁନି ଗାୟକ ଶାନ୍ତନୁ କୁମାରଙ୍କ ଭିଡିଓ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/04/3063-santanudevdas-1791133813-00000003.jpg</video:thumbnail_loc><video:description><![CDATA[Viral Video: ଗାୟକ ଶାନ୍ତନୁ କୁମାର ଖୁବ କମ ବୟସରୁ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ନିଜ ମିଠା ମିଠା କଥା ଏବଂ ସୁରିଲା କଣ୍ଠସ୍ୱର ଶାନ୍ତନକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଦେଖନ୍ତୁ କାର୍ ରେ ଯାତ୍ରା କରୁଥିବା ସମୟରେ ଶାନ୍ତନୁ କିପରି ଏହି ମିଠା ଗୀତଟି ଗାଉଛନ୍ତି ।]]></video:description><video:duration>62</video:duration><video:publication_date>2026-10-04T22:40:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/entertainment-4-oct-2026-odia-singer-antara-chakrabarty-video-viral-from-room-3401599</loc><video:video><video:content_loc>https://vodakm.zeenews.com/vod/ZEE_ODISHA/vwefea.mp4/index.m3u8</video:content_loc><video:title><![CDATA[Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଏହି ଭିଡିଓ ହେଲା ଭାଇରାଲ୍, ଦେଖନ୍ତୁ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/04/3053-vwefea-1791090915-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ। ତାଙ୍କର ସ୍ବର ଖୁବ୍ ମଧୁର, ଯାହା ଶ୍ରୋତାଙ୍କୁ ବାନ୍ଧି ରଖେ। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡିଓ ଭିତରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>28</video:duration><video:publication_date>2026-10-04T10:45:01+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/insta-girl-teju-tejaswi-nayak-video-viral-with-this-young-man-3401588</loc><video:video><video:content_loc>https://vodakm.zeenews.com/vod/ZEE_ODISHA/teju_instaoct.mp4/index.m3u8</video:content_loc><video:title><![CDATA[Video: ଇନଷ୍ଟା ଗର୍ଲ ତେଜୁଙ୍କ ସହ କିଏ ଏହି ଯୁବକ ? ନୂଆ ଭିଡିଓ ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/03/3042-tejuinstaoct-1791047113-00000003.jpg</video:thumbnail_loc><video:description><![CDATA[Viral Video: ସୋସିଆଲ ମିଡିଆରେ ଅତି ପରିଚିତ ନାଁ ଇନଷ୍ଟା ଗର୍ଲ ତେଜୁ । ଆପଣଙ୍କୁ କହିରଖୁଛୁ ଯେ, ତେଜୁଙ୍କ ପୂରା ନାମ ତେଜସ୍ୱିନୀ ନାୟକ । ଇନଷ୍ଟାଗ୍ରାମରେ ଅନେକ ଗୁଡିଏ ରିଲ୍ ଭାଇରାଲ୍ ହେବା ପରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ତେଜୁ । ନିକଟରେ ତେଜୁଙ୍କ ଏହି ରିଲ୍ ଖୁବ ଭାଇରାଲ୍ ହୋଇଛି ।]]></video:description><video:duration>62</video:duration><video:publication_date>2026-10-03T22:35:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/ollywood-3-oct-2026-odia-actress-prakruti-mishra-dance-video-viral-3401580</loc><video:video><video:content_loc>https://vodakm.zeenews.com/vod/ZEE_ODISHA/wefwferfesgr22.mp4/index.m3u8</video:content_loc><video:title><![CDATA[Viral Video: ରୁମ୍ ରୁ ଭାଇରାଲ୍ ହେଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ,ଦେଖନ୍ତୁ...]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/03/3034-wefwferfesgr22-1791011410-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ ଏକାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିବା ସହ ହିନ୍ଦୀ ସିରିୟଲ୍ ରେ ଅଭିନୟର ଜଲଓ୍ବା ଦେଖାଇଛନ୍ତି। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡ଼ିଓ ଛାତ ଉପରୁ ଭାଇରାଲ୍ ହୋଇଛି। ଦେଖନ୍ତୁ...&nbsp;(Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।)]]></video:description><video:duration>15</video:duration><video:publication_date>2026-10-03T12:40:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/indian-womens-hockey-players-danced-with-joy-after-winning-the-gold-medal-at-asian-games-3401564</loc><video:video><video:content_loc>https://vodakm.zeenews.com/vod/ZEE_ODISHA/hockey_viral.mp4/index.m3u8</video:content_loc><video:title><![CDATA[Video: ସ୍ବର୍ଣ୍ଣ ପଦକ ହାସଲ ପରେ ଖୁସିରେ ନାଚିଲେ ଭାରତୀୟ ମହିଳା ହକି ଖେଳାଳି]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/02/3018-hockeyviral-1790960412-00000003.jpg</video:thumbnail_loc><video:description><![CDATA[Viral Video: ଦୀର୍ଘ ୪୪ ବର୍ଷ ପରେ ଭାରତୀୟ ମହିଳା ହକି ଟିମ୍ କୁ ମିଳିଛି ବଡ ସଫଳତା । ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ଖେଳାଳି । ଦେଖନ୍ତୁ ବିଜେତା ହେବା ପରେ କିପରି ଖୁସିରେ ନାଚୁଛନ୍ତି ଖେଳାଳିମାନେ ।]]></video:description><video:duration>62</video:duration><video:publication_date>2026-10-02T22:30:05+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/entertainment-2-october-2026-singer-antara-chakrabarty-gupchup-video-viral-3401557</loc><video:video><video:content_loc>https://vodakm.zeenews.com/vod/ZEE_ODISHA/rgesres.mp4/index.m3u8</video:content_loc><video:title><![CDATA[Entertainment 2 October 2026 singer antara chakrabarty gupchup video viral]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/02/3010-rgesres-1790919313-00000003.jpg</video:thumbnail_loc><video:description><![CDATA[Viral Video: ଓଡ଼ିଆ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ।  ଏକାଧିକ ଗୀତ ଗାଇ ଲୋକଙ୍କ ମନ କିଣିଛନ୍ତି। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡିଓ ରୁମ୍ ଭିତରୁ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ଘର ଭିତରେ ତାଙ୍କୁ.... ଦେଖନ୍ତୁ...

Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>105</video:duration><video:publication_date>2026-10-02T11:05:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/actress-dazy-siddharth-singh-with-actor-shankar-video-goes-viral-3401544</loc><video:video><video:content_loc>https://vodakm.zeenews.com/vod/ZEE_ODISHA/Dezy_sankar.mp4/index.m3u8</video:content_loc><video:title><![CDATA[Video: ଅଭିନେତ୍ରୀ ଡେଜିଙ୍କ ସହ ଶଙ୍କର, ଏହି ଭିଡିଓ ଭାଇରାଲ୍]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/01/2995-dezysankar-1790874312-00000003.jpg</video:thumbnail_loc><video:description><![CDATA[Viral Video: ନିଜ ଅଭିନୟ ମାଧ୍ୟମରେ ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଛନ୍ତି ଅଭିନେତ୍ରୀ ଡେଜି ଏବଂ ଶଙ୍କର । ଉଭୟଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ଦେଖନ୍ତୁ ଏହି ରିଲ୍ ଯାହା ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି ।]]></video:description><video:duration>62</video:duration><video:publication_date>2026-10-01T22:35:04+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url><url><loc>https://www.zeenewsodia.com/videos/ollywood-1-october-2026-odia-singer-aseema-panda-video-viral-3401528</loc><video:video><video:content_loc>https://vodakm.zeenews.com/vod/ZEE_ODISHA/uhujohjlul.mp4/index.m3u8</video:content_loc><video:title><![CDATA[Viral Video: ଫ୍ୟାନ୍ସଙ୍କ ହୋସ୍ ଉଡାଇବ କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି  ଭିଡିଓ,ଦେଖନ୍ତୁ]]></video:title><video:thumbnail_loc>https://cdn.zeenewsodia.com/sites/default/files/2026/10/01/2981-uhujohjlul-1790838617-00000003.jpg</video:thumbnail_loc><video:description><![CDATA[Viral Video:  କଣ୍ଠଶିଳ୍ପୀ ଅସୀମା ପଣ୍ତା। ସଙ୍ଗୀତ ଜଗତର ଜଣାଶୁଣା ନାଁ। ତେବେ,ଏହାରି ଭିତରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଦେଖନ୍ତୁ...

Disclaimer: ଆପଣ ଦେଖୁଥିବା ଏହି ଭିଡିଓଟି କେବଳ ମନୋରଞ୍ଜନଧର୍ମୀ । ଏଥିରେ ଜୀ ଓଡ଼ିଶା ନ୍ୟୁଜ୍ ନିଜସ୍ୱ କୌଣସି ସତ୍ୟତା ପୁଷ୍ଟି କରେ ନାହିଁ। କୌଣସି ନକରାତ୍ମକ ଉଦ୍ଦେଶ୍ୟରେ ବ୍ୟବହାର କରାଗଲେ ଜୀ ଓଡ଼ିଶା ନ୍ୟୁଜ ଦାୟୀ ରହିବ ନାହିଁ।]]></video:description><video:duration>17</video:duration><video:publication_date>2026-10-01T12:40:03+05:30</video:publication_date><video:live>no</video:live><video:family_friendly>yes</video:family_friendly></video:video></url></urlset>