Odisha Student Union Election: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ, ଜାଣନ୍ତୁ
Odisha Student Union Election: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହ ବଢ଼ିଛି।
Published: Oct 16, 2026, 12:16 PM IST
| Updated: Oct 16, 2026, 12:36 PM IST
Image Credit: Odisha Student Union Election: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ, ଜାଣନ୍ତୁ
Odisha Student Union Election: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହ ବଢ଼ିଛି। ଦୀର୍ଘ ଦିନର ଉତ୍କଣ୍ଠା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି।
16 Oct 2026 12:36 IST
Odisha Student Union Election: କେନ୍ଦ୍ରାପଡା ଅଟୋନମସ୍ କଲେଜ୍ ରେ ଶପଥ ଗ୍ରହଣ ଉତ୍ସବ ବାତିଲ
ସେପଟେ, କେନ୍ଦ୍ରାପଡା ଅଟୋନମସ୍ କଲେଜ୍ ରେ ଶପଥ ଗ୍ରହଣ ଉତ୍ସବ ବାତିଲ ହୋଇଥିବା ସୂଚନା ମିଳିଛି। ଭୋଟ୍ ଗଣତିରେ ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି।
16 Oct 2026 12:34 IST
Odisha Student Union Election: ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳ, ଜାଣନ୍ତୁ
ଭୁବନେଶ୍ବରରେ ଥିବା ରମାଦେବୀ ୟୁନିଭରସିର୍ଟିରେ ବିସିଜେଡି(BCJD) ଜିତିଛି। ସୋନାଲି ବେହେରା ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।
Add Zee News as a Preferred Source
About the Author
ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More