SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Road Accident: ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ, ୧୯ ଆହତ

Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଏକ ଟ୍ରକ୍‌ ଏବଂ ଟେମ୍ପୋ ପିକଅପ୍‌ ମଧ୍ୟରେ ଦୁର୍ଘଟଣାରେ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି।

Written By Narmada Behera Edited By Narmada Behera
Published: Oct 02, 2026, 01:38 PM IST | Updated: Oct 02, 2026, 01:41 PM IST
Image Credit: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଏକ ଟ୍ରକ୍‌ ଏବଂ ଟେମ୍ପୋ ପିକଅପ୍‌ ମଧ୍ୟରେ ଦୁର୍ଘଟଣାରେ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି।
Join

Road Accident: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଯାଏ ସବୁକିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ସବୁ ସ୍ବପ୍ନ। ଏକ ଟ୍ରକ୍‌ ଏବଂ ଟେମ୍ପୋ ପିକଅପ୍‌ ମଧ୍ୟରେ ଦୁର୍ଘଟଣାରେ ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।...

 

 

ସୂଚନା ଅନୁସାରେ, ଶୁକ୍ରବାର ଏକ ଟେମ୍ପୋ ପିକଅପ୍  କିଛି ଶ୍ରଦ୍ଧାଳୁଙ୍କୁ ନେଇ ବୁଲଢାଣା ଜିଲ୍ଲାର ଶେଗାଓଁରୁ ଦୁର୍ଗାଦେବୀଙ୍କ ଦର୍ଶନ କରି ୱର୍ଧା ଅଭିମୁଖେ ଯାତ୍ରା କରୁଥିଲେ।  ଏହି ସମୟରେ, ସମୃଦ୍ଧି ରାଜପଥ  ପଛରୁ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲେ। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ,  ପିକ୍ଅପ୍ ଟି ଖଣ୍ତ ଖଣ୍ତ ହୋଇଯାଇଥିଲା। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେତେବେଳକୁ ଘଟଣାସ୍ଥଳରେ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବଂ ୧୯ ଜଣ ଲୋକେ ଆହତ ହୋଇଛନ୍ତି। ଅନେକ ଲୋକେ ଭିତରେ ଫସି ରହିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲ୍ କୁ ପଠାଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES