SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ବାଲିଯାତ୍ରାରେ ପହଞ୍ଚି ମହାନଦୀରେ ଡଙ୍ଗା ଭସାଇ ଓରମାସ ଷ୍ଟଲ୍ ଉଦଘାଟନ କଲେ ରାଷ୍ଟ୍ରପତି

ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ଓରମାସ ଷ୍ଟଲ୍ ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 24, 2026, 19:21 IST | Updated: Nov 24, 2026, 19:32 IST
Image Credit: Canva
Join

କଟକ: ଐତିହାସିକ କଟକ ବାଲିଯାତ୍ରା ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ସୁସଜିତ ବୋଟ୍‌ରେ ଯାତ୍ରା କରି ବାଲିଯାତ୍ରାରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାଲିଯାତ୍ରା ଉତ୍ସବରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମହାନଦୀର ଗଡ଼ଗଡ଼ିଆ ଘାାଟରେ ନିଜେ ବୋଇତ ଭସାଇଛନ୍ତି ରାଷ୍ଟ୍ରପତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଡଙ୍ଗା ଭସାଇଛନ୍ତି । ବ୍ୟାଟେରୀ ଗାଡ଼ିରେ ବସି ବର୍ଣ୍ଣାଢ଼୍ୟ ଆୟୋଜନ ବୁଲି ଦେଖିଛନ୍ତି ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ସାଂସଦ ।

ବାଲିଯାତ୍ରା ପଡ଼ିଆରେ ପହଞ୍ଚିବା ପରେ ଓରମାସ ଷ୍ଟଲ୍ ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓରମାସର ବିଭିନ୍ନ ଷ୍ଟଲ ବୁଲିବା ସହ ମହିଳା ଉଦ୍ୟୋଗୀଙ୍କ ସାଥୀରେ କଥା ହୋଇଛନ୍ତି । ରାଷ୍ଟ୍ରପତିଙ୍କ କଟକ ବାଲିଯାତ୍ରା ଗସ୍ତ ପାଇଁ ପୋଲିସ ଛାଉଣୀରେ ପରିଣତ ହୋଇଛି କଟକ ଓ ବାଲିଯାତ୍ରା ପଡ଼ିଆ। 

Also Read- ମାଣବସା ଗୁରୁବାରରେ ଦେଖନ୍ତୁ ‘ଲକ୍ଷ୍ମୀ ପୁରାଣ’, ଜୀ ସାର୍ଥକର ଆଧ୍ୟାତ୍ମିକ ଭେଟି

Also Read- କେନିଆ ଯୁବକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ଅପହରଣ ଓ ଦୁଷ୍କର୍ମ ମାମଲାରେ ଗିରଫ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES