SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

School Holiday: ୭ ଯାଏଁ ଏହି ଜିଲ୍ଲାରେ ସମସ୍ତ ସ୍କୁଲ୍ ଛୁଟି

School Holiday: ବାତ୍ୟା ଅର୍ଣ୍ଣବ ଯାଇଛି ସତ ହେଲେ ଦୁଃଖ ଦେଇ ଯାଇଛି। ଲୋକେଙ୍କ ଘରେ ପାଣି କମିଛି ସତ ହେଲେ ଦୁର୍ଦ୍ଦଶା ବଢିଛି। ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ବିଶେଷ ଭାବରେ ଗଜପତି ଓ ଗଜପତି ଉପରେ ପଡିଛି।

Written By Narmada Behera Edited By Narmada Behera
Published: Nov 04, 2026, 08:54 PM IST | Updated: Nov 04, 2026, 08:56 PM IST
Image Credit: Representative - AI / Social Media
Join

School Holiday: ବାତ୍ୟା ଅର୍ଣ୍ଣବ ଯାଇଛି ସତ ହେଲେ ଦୁଃଖ ଦେଇ ଯାଇଛି।  ଲୋକେଙ୍କ ଘରେ ପାଣି କମିଛି ସତ ହେଲେ ଦୁର୍ଦ୍ଦଶା ବଢିଛି। ବାତ୍ୟା 'ଅର୍ଣ୍ଣବ'ର ପ୍ରଭାବ ବିଶେଷ ଭାବରେ ଗଜପତି ଓ ଗଜପତି ଉପରେ ପଡିଛି।

ମରାମତି ଓ ସଫେଇ କାର୍ଯ୍ୟ ପାଇଁ ସ୍କୁଲ ଓ ଅଙ୍ଗନବାଡି ଛୁଟି କରାଯାଇଥିବା ଜଣାପଡିଛି। ଏ-ନେଇ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ୍ କୁ ୭ ତାରିଖ ଯାଏଁ ଘୋଷଣା ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଜିଲ୍ଲାରେ ବନ୍ୟା ପ୍ରଭାବରେ ମୋଟ୍  ୪୯୮ ସ୍କୁଲ ଓ ୧୦୩୨ ଶ୍ରେଣୀଗୃହ କ୍ଷତିଗ୍ରସ୍ତ ହୋଇଛି।
 

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES