SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Vigilance Raid: ୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ସଇଁତଳା ରାଜସ୍ବ ନିରୀକ୍ଷକ

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀର ସଇଁତଳା ରାଜସ୍ବ ନିରିକ୍ଷକ ଆଲନ୍ ବେହେରା। । କିସମ୍ ପରିବର୍ତ୍ତନ କରାଇଦେବା ନାଁରେ ନେଉଥିଲେ ଲାଞ୍ଚ।

Written By Narmada Behera Edited By Narmada Behera
Published: Oct 13, 2026, 04:04 PM IST | Updated: Oct 13, 2026, 04:05 PM IST
Image Credit: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀର ସଇଁତଳା ରାଜସ୍ବ ନିରିକ୍ଷକ ଆଲନ୍ ବେହେରା। । କିସମ୍ ପରିବର୍ତ୍ତନ କରାଇଦେବା ନାଁରେ ନେଉଥିଲେ ଲାଞ୍ଚ।
Join

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ୩ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀର ସଇଁତଳା ରାଜସ୍ବ ନିରିକ୍ଷକ ଆଲନ୍ ବେହେରା। । କିସମ୍ ପରିବର୍ତ୍ତନ କରାଇଦେବା ନାଁରେ ନେଉଥିଲେ ଲାଞ୍ଚ।

ସୂଚନା ଅନୁସାରେ,  ଜଣେ ଆବେଦନକାରୀଙ୍କ ଚାଷ ଜମିକୁ ବାସପୋଯୋଗୀ ଜମିରେ ପରିଣତ କରିବା ପାଇଁ ସେ ସମ୍ପନ୍ଧୀୟ ମ୍ୟୁଟେସନ୍  ମାମଲାର ଫାଇଲ୍ ପ୍ରକ୍ରିୟାକରଣ  ଏବଂ କ୍ଷେତ୍ରସ୍ତରୀୟ  ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ସେ ଆବେଦନକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଦେବାକୁ ରୋକଠୋକ୍ ମନା କରିଦେଇଥିଲେ ଆବେଦନକାରୀ । ହେଲେ, ପରେ ସେ ୩ ହଜାର ଟଙ୍କା ଦେଲେ କାମ ହୋଇଯିବା କହିଥିଲେ। ହେଲେ, ଅଭିଯୋଗକାରୀ ଜଣକ ଅସହାୟ ହୋଇ ଭିଜିଲାନ୍ସ ଟିମ୍ ର ଦ୍ବାରସ୍ତ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଟଙ୍କା ଦେବା ସମୟରେ ଭିଜିଲାନ୍ସ ମାଡ଼ି ବସିଥିଲା। ଭିଜିଲାନ୍ସ ଟିମ୍ ରାଜସ୍ବ ନିରୀକ୍ଷକଙ୍କ ୨ଟି ସ୍ଥାନରେ ଚଢାଉ ଜାରି ରଖିଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES