SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha News: ଓଲଟିଲା ଡିଜେ ଗାଡ଼ି, ଜଣେ ମୃତ ୧୦ ରୁ ଅଧିକ ଆହତ

ଦଶହରାର ଭସାଣି ଶେଷ ହୋଇଥିବା ବେଳ ଏହା ଭିତରେ ଘଟିଯାଇଛି ଏକ ବଡ଼ ଅଘଟଣ। ଦଶହରା ଭସାଣୀ ପାଇଁ ଆସିଥିବା ଡିଜେ ଗାଡ଼ି ଓଲଟି ପଡିଛି। ଫଳରେ ଏଥିରେ ୧୦ ରୁ ଅଧିକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।

Written By Narmada Behera Edited By Narmada Behera
Published: Oct 23, 2026, 01:07 PM IST | Updated: Oct 23, 2026, 01:10 PM IST
Image Credit: ଓଲଟିଲା ଡିଜେ ଗାଡ଼ି, ଜଣେ ମୃତ ୧୦ ରୁ ଅଧିକ ଆହତ
Join

Odisha News: ଦଶହରାର ଭସାଣି ଶେଷ ହୋଇଥିବା ବେଳ ଏହା ଭିତରେ ଘଟିଯାଇଛି ଏକ ବଡ଼ ଅଘଟଣ। ଦଶହରା ଭସାଣୀ ପାଇଁ ଆସିଥିବା ଡିଜେ ଗାଡ଼ି ଓଲଟି ପଡିଛି। ଫଳରେ ଏଥିରେ ୧୦ ରୁ ଅଧିକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ଏ-ହି ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି। ମାଲକାନଗିରି ମାଥିଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଡିର ଟାୟାର ଫାଟିବାକୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ALSO READ: Police Officer Death:ହୋଟେଲ ରୁମରୁ ମିଳିଲା ପୋଲିସ୍ ଅଫିସରଙ୍କ ମୃତଦେହ? ହତ୍ୟା ନା ଆତ୍ମହତ୍ୟା

ALSO READ: Keonjhar News: ଆନନ୍ଦପୁରରେ ସକାଳୁ ଏନକାଉଣ୍ଟର , ଦୁର୍ଦ୍ଦାନ୍ତ ଅପରାଧି ଅର୍ଜୁନ ଗୁରୁତର


ସୂଚନା ଅନୁସାରେ, ଦୁର୍ଗାପୂଜା ଭସାଣୀ ପାଇଁ ଧର୍ମଗଡ଼କୁ ମାଲକାନଗିରି ଯାଉଥିଲା। ହେଲେ, ଏହି ସମୟରେ ହଠାତ୍ ମାଥିଲି ନିକଟରେ ଗାଡିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।  ଏହି ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି।  ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES