Odisha News: ଗଞ୍ଜାମର ସମସ୍ତ ସରକାରୀ କର୍ମଚାରୀଙ୍କ ଆଜିଠୁ ୨ ଦିନ ଛୁଟି ବାତିଲ୍
Odisha News: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ଗଂଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଆଜି ଓ ଆସନ୍ତାକାଲି ଛୁଟି ବାତିଲ୍ ହୋଇଛି।
Published: Nov 14, 2026, 08:44 AM IST
| Updated: Nov 14, 2026, 08:46 AM IST
Odisha News: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ଗଂଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଆଜି ଓ ଆସନ୍ତାକାଲି ଛୁଟି ବାତିଲ୍ ହୋଇଛି। ଅର୍ଥାତ୍ ଶନିବାର ଓ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏବଂ ସମସ୍ତ କର୍ମଚାରୀ ଅଫିସ୍ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୨ ଦିନ ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ଅର୍ଣ୍ଣବ ରେ ହୋଇଥିବା କ୍ଷୟକ୍ଷତି ର ପୁନଃରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଏହି ନିସ୍ପତ୍ତି ନେଇଛି।
ALSO READ: Cyclone: ୧୫ରେ ଅବପାତ! ୧୬ ସନ୍ଧ୍ୟାରେ ନେବ ବାତ୍ୟାର ରୂପ