SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD

SFSL ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଡିଜି ଅତିରିକ୍ତ ଦାୟିତ୍ବ ମିଳିଛି । ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ବ ମିଳିଛି ।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 01, 2026, 12:40 PM IST | Updated: Nov 01, 2026, 12:46 PM IST
Image Credit: Odisha police
Join

ଭୁବନେଶ୍ୱର: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଜେଲ ବିଭାଗ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD । SFSL ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଡିଜି ଅତିରିକ୍ତ ଦାୟିତ୍ବ ମିଳିଛି । ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ବ ମିଳିଛି ।

ସେହିପରି ରାଜେଶ କୁମାରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ଭିଜିଲାନ୍ସ DIG ହୋଇଛନ୍ତି । ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର  ପୋଲିସ ମୁଖ୍ୟାଳୟ AIG ଭାବେ ପଦୋନ୍ନତୀ ପାଇଛନ୍ତି । ନୂଆପଡା ଏସପି ଅମ୍ରିତପାଲ ସିଂ ପୋଲିସ ମୁଖ୍ୟାଳୟ ଏସ୍‌ପି ହୋଇଛନ୍ତି । ସୋନାଲି ସିଂ ପରମାରଙ୍କୁ ଝାରସୁଗୁଡା ଏସପି ଭାବେ ଦାୟିତ୍ବ ମିଳିଛି । ତପନ ନାରାୟଣ ରଥ ନୂଆପଡ଼ା ଏସ୍‌ପି ହୋଇଛନ୍ତି ।

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES