• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କ୍ରୀଡ଼ା
  • /Yuzvendra Chahal:ବିଜେପିରେ ମିଶିଲେ ଚହଲ, ମିଳିଲା ଏହି ଦାୟିତ୍ବ

Yuzvendra Chahal:ବିଜେପିରେ ମିଶିଲେ ଚହଲ, ମିଳିଲା ଏହି ଦାୟିତ୍ବ

Yuzvendra Chahal: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପଦ୍ମ ଧରିଛନ୍ତି। ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ତାଙ୍କୁ ଏକ ଗୁରୁ ଦାୟିତ୍ବ ମିଳିଛି। ବିଜେପି ଓବିସି ମୋର୍ଚ୍ଚାରେ ଆମନ୍ତ୍ରଣୀୟ ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ଦିଲ୍ଲୀରୁ ଆମନ୍ତ୍ରିତ ସଦସ୍ୟ ଭାବେ ଓବିସି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି।

Written ByNarmada BeheraEdited ByNarmada Behera
Published: Nov 21, 2026, 22:58 IST|Updated: Nov 21, 2026, 23:02 IST
joinshare
Yuzvendra Chahal:ବିଜେପିରେ ମିଶିଲେ ଚହଲ, ମିଳିଲା ଏହି ଦାୟିତ୍ବ
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    କୋଣାର୍କରେ ଭକ୍ତିମୟ ପରିବେଶ ସୃଷ୍ଟି କଲେ ଗୁଜରାଟୀ ପର୍ଯ୍ୟଟକ

    କୋଣାର୍କରେ ଭକ୍ତିମୟ ପରିବେଶ ସୃଷ୍ଟି କଲେ ଗୁଜରାଟୀ ପର୍ଯ୍ୟଟକ

    2

    Habishyali Death: ବାଲେଶ୍ୱରରୁ ପୁରୀ ଆସିଥିଲେ ହବିଷ୍ୟ ବ୍ରତ ପାଇଁ, ଆଉ ଫେରିଲେନି ରଙ୍ଗଲତା

    3

    BJD vs BJP: ଅଭିଯୋଗର ତଦନ୍ତକୁ ଡର କାହିଁକି? ନବୀନଙ୍କୁ ସିଧା ପ୍ରଶ୍ନ କଲେ ମନମୋହନ ସାମଲ

    4

    Delhi Air Quality: ଦିଲ୍ଲୀ-NCRରେ ଜାରି ରହିବ GRAP-୨ କଟକଣା, କେବେ କମିବ ପ୍ରଦୂଷଣ?

    5

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Yuzvendra Chahal: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ପଦ୍ମ ଧରିଛନ୍ତି। ଆନୁଷ୍ଠାନିକ ଭାବେ ସେ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ମିଶିବା ପରେ ତାଙ୍କୁ ଏକ ଗୁରୁ ଦାୟିତ୍ବ ମିଳିଛି। ବିଜେପି ଓବିସି ମୋର୍ଚ୍ଚାରେ ଆମନ୍ତ୍ରଣୀୟ ସଦସ୍ୟ ଭାବେ ନିଯୁକ୍ତି କରାଯାଇଛି। ସେ ଦିଲ୍ଲୀରୁ ଆମନ୍ତ୍ରିତ ସଦସ୍ୟ ଭାବେ ଓବିସି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିବା ନେଇ ସୂଚନା ମିଳିଛି। ନିକଟରେ, ୟୁଜଭେନ୍ଦ୍ର ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

    ହରିୟାଣାର ଜିନ୍ଦର ବାସିନ୍ଦା ହେଉଛନ୍ତି ଚହଲ। ଆଇପିଏଲରେ ପଞ୍ଜାବ କିଙ୍ଗସର ଖେଳାଳୀ। ସେ ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ସେ ଶେଷ ଥର ପାଇଁ ୨୦୨୩ ମସିହାରେ ଭାରତ ପାଇଁ ଖେଳିଥିଲେ। ତଥାପି, ସେ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ଥିଲେ। ସେ ୨୩୩ ୱିକେଟ୍ ସହିତ ଲିଗ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ।

     

    Delhi | Indian cricketer Yuzvendra Chahal has been appointed as a Special Invitee to the Bharatiya Janata Party's (BJP) National Other Backwards Classes (OBC) Morcha executive committee. https://t.co/54RvOnZpaE

    — ANI (@ANI) November 21, 2026

     

    ୟୁଜଭେନ୍ଦ୍ର ଚହଲଙ୍କ କ୍ୟାରିଅର
    ୟୁଜଭେନ୍ଦ୍ର ଚହଲ ସେ ୨୦୧୬ରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଆଜି ଯାଏଁ ସେ ୭୨ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୧୨୧ ୱିକେଟ୍ ଏବଂ ୮୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୯୬ଟି ଓ୍ବିକେଟ୍ ନେଇଛନ୍ତି। ହେଲେ,ଏହି ଲେଗ୍-ସ୍ପିନ୍ ବୋଲର ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳିପାରି ନାହାଁନ୍ତି। ଟିମ୍ ଇଣ୍ତିଆ ପାଇଁ ଦିନିକିଆ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ସଫଳ ବୋଲର ହୋଇପାରିଛନ୍ତି। 
     

    Add Zee News as a Preferred Source
    TAGS:
    Odia News