SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Gold Rate Today: ସୁନାଦର ହ୍ରାସ! ଜାଣନ୍ତୁ ଆଜିର ରେଟ୍

Gold Rate Today: ଦିନକୁ ଦିନ ସୁନା ରେଟ୍ ବଢିଚାଲିଛି। ଯାହା ଗ୍ରାହକଙ୍କୁ ଟେନସନ୍ ଦେବାରେ ଲାଗିଛି। ଯଦି ଆଜି ଆପଣ ସୁନା ଅଳଙ୍କାର କିଣିବା ପାଇଁ ଯୋଜାନ କରୁଛନ୍ତି। ଏ-ହି ଖବର ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ଅଟେ।

Written By Narmada Behera Edited By Narmada Behera
Published: Oct 30, 2026, 02:32 PM IST | Updated: Oct 30, 2026, 02:34 PM IST
Image Credit: Representative - Social Media
Join

Gold Rate Today: ଦିନକୁ ଦିନ ସୁନା ରେଟ୍ ବଢିଚାଲିଛି। ଯାହା ଗ୍ରାହକଙ୍କୁ ଟେନସନ୍ ଦେବାରେ ଲାଗିଛି। ଯଦି ଆଜି ଆପଣ ସୁନା ଅଳଙ୍କାର କିଣିବା ପାଇଁ ଯୋଜାନ କରୁଛନ୍ତି। ଏ-ହି ଖବର ଆପଣଙ୍କ ଲାଗି ଗୁରୁତ୍ବପୂର୍ଣ୍ଣ ଅଟେ।

ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧୩୦,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୧, ୯୬୦ ଟଙ୍କା ରହିଛି। ଏବଂ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ର ରେଟ୍  ୧୨୯,୬୭୨ ଟଙ୍କା ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୩୦,୧୫୮ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୪୧,୯୯୦ ରହିଛି। କଲିକତାରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧୨୯,୭୧୮ ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧୪୧,୫୧୦ ରହିଛି। ସେହିପରି ଚେନ୍ନାଇରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧୩୦,୪୦୦ ଟଙ୍କା ଥିବା ବେଳେ ୧୩୦,୫୩୩ ଟଙ୍କା ରହିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୨୯,୯୨୮ ଓ ୧୪୧,୭୪୦ ଟଙ୍କା ରହିଛି। ଏଠାରେ ୧୦ ଗ୍ରାମ୍ ପିଛା ୮୦୦ ଟଙ୍କା  ଖସିଛି।  

Disclaimer: ଦିଆଯାଇଥିବା ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ଜୀ ଓଡ଼ିଶାର ନିଜସ୍ୱ ମତ ନୁହେଁ। ସୁନା କିଣିବା ପୂର୍ବରୁ ବିଶେଷଜ୍ଞ ସହିତ ପରାମର୍ଶ ଓ ବଜାର ମୂଲ୍ୟକୁ ପରଖି କିଣନ୍ତୁ ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES