• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ମନୋରଞ୍ଜନ
  • /Entertainment News: ନବରାତ୍ରୀରେ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି...

Entertainment News: ନବରାତ୍ରୀରେ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି...

Entertainment News: ନବରାତ୍ରୀ ଆରମ୍ଭରୁ ଫ୍ୟାନ୍ସକୁ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି। ଅଭିନେତା ବାପା ହେବାକୁ ଯାଉଛନ୍ତି, ଆଉ ମାଆ ହେବେ ଜାଗୃତି ଶୁକ୍ଲା। ଏ

Written ByNarmada BeheraEdited ByNarmada Behera
Published: Oct 11, 2026, 06:09 PM IST|Updated: Oct 11, 2026, 06:12 PM IST
joinshare
Entertainment News: ନବରାତ୍ରୀରେ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି...
Image Credit: Entertainment News: ନବରାତ୍ରୀରେ ଖୁସି ଖବର ଦେଲେ ଅଭିନେତା ଅନୁଭବ ମହାନ୍ତି...

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Entertainment News: ନବରାତ୍ରୀ ଆରମ୍ଭରୁ ଫ୍ୟାନ୍ସକୁ ଖୁସି ଖବର ଦେଲେ ଅଭିନେତା  ଅନୁଭବ ମହାନ୍ତି। ଅଭିନେତା ବାପା ହେବାକୁ ଯାଉଛନ୍ତି, ଆଉ ମାଆ ହେବେ ଜାଗୃତି ଶୁକ୍ଲା। ଏନେଇ ଉତ୍ସାହର ସହାକରେ ସେ ନିଜ ଫ୍ୟାନ୍ସମାନଙ୍କୁ ସୋସିଆଲ୍ ମିଡିଆରେ ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ଘରକୁ କୁନି ଅତିଥି ଆସିବା ନେଇ ଖୁସି ଅଛନ୍ତି ଅନୁଭବଙ୍କ ପରିବାର ଲୋକ ଓ ଫ୍ୟାନ୍ସ। ଏହି ଖୁସି ଖବର ପାଇବା ପାଇଁ ଦିର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ।

    ସେ ନିଜ ସୋସିଆଲ୍ ମିଡିଆରେ ଆକାଉଣ୍ଟରେ ଏକ ପ୍ରେଗନେସି ପଜିଟିଭ୍ କିଟ୍ ସହ ଉଭୟ ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି। ପୋଷ୍ଟରେ ଲେଖିଛନ୍ତି ଯେ,'ଏକ ସୁନ୍ଦର ନୂଆ ଅଧ୍ୟାୟର ଆରମ୍ଭ...ଆମେ ଯେତେବେଳେ ମାତାପିତା ହେବାର ଏହି ନୂଆ ଯାତ୍ରାରେ ପାଦ ଥାପୁଛୁ, ସେତେବେଳେ ଆମ ହୃଦୟ ଆପଣମାନଙ୍କ ଅସୀମ ସ୍ନେହ,ପ୍ରାର୍ଥନା ଓ ଆଶୀର୍ବାଦ ପାଇଁ କୃତଜ୍ଞତାରେ ଭରିଯାଇଛି । ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆମ ପାଇଁ ଅମୂଲ୍ୟ'

     

    ସୂଚନା ଅନୁସାରେ,  ଓଲିଉଡ଼ ସୁପରଷ୍ଟାର୍ ଅନୁଭବ ମହାନ୍ତି  ଓ ସାମ୍ବାଦିକା ଜାଗୃତି ଶୁକ୍ଲା ବିବାହ ବନ୍ଧନରେ ମାର୍ଚ୍ଚ ୨୫,୨୦୨୬ରେ ବିବାହ କରିଥିଲେ। ଦିର୍ଘ ଦିନର ସମ୍ପର୍କ ପରେ ସେ ଦିଲ୍ଲୀର ତ୍ୟାଗରାଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ଏ-ହି ବିବାହରେ ପରିବାର ଲୋକ ସହ ନିକଟତମ ସମ୍ପର୍କୀୟ ଉପସ୍ଥିତ ଥିଲେ। ବିବାହର ଫଟୋ ଓ ଭିଡ଼ିଓ ଭାଇରାଲ୍ ହୋଇଥିଲା। ଏବଂ ମାର୍ଚ୍ଚ ୮ ତାରିଖରେ ନିର୍ବନ୍ଧ ହୋଇଥିଲା। ଅଭିନେତ୍ରୀ ବର୍ଷାଙ୍କ ସହ ପାରିବାରିକ ବିବାଦ ବିଚ୍ଛେଦ ପରେ  ସେ ଜାଗ୍ରୃତିଙ୍କ ହାତ ଧରିଥିଲେ।
     

    Add Zee News as a Preferred Source
    TAGS:
    Odia News