• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /PM Kisan Samman Nidhi:ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! କେବେ ମିଳିବ ୨୪ ତମ କିସ୍ତି ଟଙ୍କା ?

PM Kisan Samman Nidhi:ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! କେବେ ମିଳିବ ୨୪ ତମ କିସ୍ତି ଟଙ୍କା ?

PM Kisan Samman Nidhi: ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ହିତାଧିକାରୀମାନଙ୍କୁ କେବେ ମିଳିବ ୨୪ ତମ କିସ୍ତି ଟଙ୍କା। ପାର୍ବଣ ପୂର୍ବରୁ ଚାଷୀଙ୍କୁ ଖୁସି ଖବର ଦେବେ କି ସରକାର।

Written ByNarmada BeheraEdited ByNarmada Behera
Published: Oct 04, 2026, 01:50 PM IST|Updated: Oct 04, 2026, 01:52 PM IST
joinshare
PM Kisan Samman Nidhi:ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! କେବେ ମିଳିବ ୨୪ ତମ କିସ୍ତି ଟଙ୍କା ?
Image Credit: ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ହିତାଧିକାରୀମାନଙ୍କୁ କେବେ ମିଳିବ ୨୪ ତମ କିସ୍ତି ଟଙ୍କା। ପାର୍ବଣ ପୂର୍ବରୁ ଚାଷୀଙ୍କୁ ଖୁସି ଖବର ଦେବେ କି ସରକାର।

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    PM Kisan Samman Nidhi: ପିଏମ୍ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ହିତାଧିକାରୀମାନଙ୍କୁ କେବେ ମିଳିବ ୨୪ ତମ କିସ୍ତି ଟଙ୍କା। ପାର୍ବଣ ପୂର୍ବରୁ ଚାଷୀଙ୍କୁ ଖୁସି ଖବର ଦେବେ କି ସରକାର। ଆସନ୍ତୁ ଜାଣିବା।...

    ଅକ୍ଟୋବର ମାସ ଆରମ୍ଭ ହୋଇଗଲାଣୀ । କିନ୍ତୁ ଆଗାମୀ ପିଏମ୍ କିଷାନ କିସ୍ତି କେବେ ମିଳିବ ସେନେଇ କେନ୍ଦ୍ର ସରକାର କିଛି ବଡ଼ ଘୋଷଣା କରିନାହାଁନ୍ତି। ହେଲେ, ଚର୍ଚ୍ଚା ହେଉଛି ଯେ, ଅକ୍ଟୋବର ୨୦ ତାରିଖରେ ଆକାଉଣ୍ଟକୁ ଟଙ୍କା ଆସିପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା ହୋଇନି କେନ୍ଦ୍ର ସରକାରଙ୍କ ତରଫରୁ।  ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ,  ଯୋଜନାରେ ୨୩ ତମ କିସ୍ତି ଟଙ୍କା ଜୁନ୍ ୨୦ ତାରିଖରେ ଜାରି କରାଯାଇଥିବା ବେଳେ ୨୨ ତମ କିସ୍ତି ମାର୍ଚ୍ଚ ୧୩ରେ ଆକାଉଣ୍ଟକୁ ଆସିଥିଲା।

    ଚାଷୀମାନଙ୍କ ପାଇଁ ଆଉ ଏକ ବଡ କାମ ହେଉଛି ଚାଷୀ ପରିଚୟ ପତ୍ର। ସାରା ଦେଶରେ ଚାଷୀ ପଞ୍ଜିକରଣ ସୃଷ୍ଟି କରିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି। ଏପରି ସ୍ଥିତିରେ ୨୪ ତମ କିସ୍ତି ଜାରି କରିବା ପାଇଁ ଚାଷୀ ପରିଚୟ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି କି ନାହିଁ ତାହା ଦେଖିବା ଗୁରୁତ୍ବପୂର୍ଣ୍ଣ।  ଉତ୍ତର ବିହାରର ଜିଲ୍ଲାଗୁଡ଼ିକରେ ଚାଷୀ ପରିଚୟପତ୍ର ସୃଷ୍ଟି ଚାଲିଛି, କିନ୍ତୁ ବହୁ ସଂଖ୍ୟକ ପ୍ରଧାନମନ୍ତ୍ରୀ କିଷାନ ହିତାଧିକାରୀ ଏପର୍ଯ୍ୟନ୍ତ ଏଥିରେ ସାମିଲ୍ ହୋଇ ସମ୍ପୃକ୍ତ ନାହାନ୍ତି।


    ମଧୁବନୀରେ, ୩.୨୧ ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ହିତାଧିକାରୀଙ୍କ ମଧ୍ୟରୁ ୧.୮୯ ଲକ୍ଷଙ୍କ ପାଇଁ ଚାଷୀ ପରିଚୟପତ୍ର ସୃଷ୍ଟି କରାଯାଇଥିବା ବେଳେ ସମସ୍ତିପୁରରେ, ଜାନୁଆରୀ ସୁଦ୍ଧା ୬,୭୮୦ ଜଣ ଚାଷୀଙ୍କ ପାଇଁ ଚାଷୀ ପରିଚୟପତ୍ର ସୃଷ୍ଟି କରାଯାଇଥିଲା। ସେହିପରି ଦରଭଙ୍ଗାରେ ଜାନୁଆରୀ ୯ ସୁଦ୍ଧା ୩୦,୩୧୧ ଚାଷୀଙ୍କ ପାଇଁ ଚାଷୀ ପରିଚୟପତ୍ର ସୃଷ୍ଟି କରାଯାଇଥିଲା। ସୀତାମାଢ଼ିରେ, ଫେବୃଆରୀ ସୁଦ୍ଧା ୧.୩୦ ଲକ୍ଷରୁ ଅଧିକ ଚାଷୀଙ୍କ ପାଇଁ ଚାଷୀ ପଞ୍ଜିକରଣ ପରିଚୟପତ୍ର ସୃଷ୍ଟି କରାଯାଇଥିଲା।


    କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରଧାନମନ୍ତ୍ରୀ କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ୍ କାର୍ଡ (KCC) ପ୍ରଦାନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କିଷାନ ହିତାଧିକାରୀଙ୍କୁ ପ୍ରାରମ୍ଭିକ ଭାବରେ କିଷାନ କ୍ରେଡିଟ୍ କାର୍ଡ ଯୋଗାଇ ଦିଆଯାଇପାରିବ।  କିଷାନ କ୍ରେଡିଟ୍ କାର୍ଡ
    କୃଷି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ସୁଲଭ ସୁଧ ହାରରେ ଋଣ ପ୍ରଦାନ କରେ। 
     

    Add Zee News as a Preferred Source
    TAGS:
    Odia News