• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Nandigram Bypoll: ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ,ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ

Nandigram Bypoll: ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ,ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ

ଆଜି ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ ହୋଇଥିବା ସୂଚନା ମିଳିଛି। ୧ ଲକ୍ଷ ୨୨ ହଜାର ଭୋଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଲନ ପ୍ରଧାନଙ୍କୁ ହରାଇଛନ୍ତି ହସିରାଣୀ। ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ PA ଚନ୍ଦ୍ରକାନ୍ତ ରଥଙ୍କ ମା’ ହସିରାଣୀ ବୋଲି ଜଣାପଡିଛି।

Written ByNarmada BeheraEdited ByNarmada Behera
Published: Oct 09, 2026, 06:15 PM IST|Updated: Oct 09, 2026, 06:16 PM IST
joinshare
Nandigram Bypoll: ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ,ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ
Image Credit: ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ,ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Nandigram Bypoll: ଆଜି ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ହସିରାଣୀ ରଥ ବିଜୟୀ ହୋଇଥିବା ସୂଚନା ମିଳିଛି। ୧ ଲକ୍ଷ ୨୨ ହଜାର ଭୋଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଲନ ପ୍ରଧାନଙ୍କୁ ହରାଇଛନ୍ତି ହସିରାଣୀ।  ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ PA ଚନ୍ଦ୍ରକାନ୍ତ ରଥଙ୍କ ମା’ ହସିରାଣୀ  ବୋଲି ଜଣାପଡିଛି। ଚନ୍ଦ୍ରକାନ୍ତ ରଥ ଙ୍କୁ  ମେ ୬ ତାରିଖରେ ଉତ୍ତର ୨୪ ପ୍ରାଗନ୍ ଜିଲ୍ଲାର ମଧ୍ୟମ ଗ୍ରାମରେ ଗୁଳି କରି ହତ୍ୟା କରାଯାଇଥିଲା।

    ଏଠାରେ କାହିଁକି ଅନୁଷ୍ଠିତ ହେଲା ଉପ ନିର୍ବାଚନ: ସୂଚନା ଯୋଗ୍ୟ, ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଆମ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହ୍ୟୁମାୟୁନ୍ କବୀର୍ ରେଜିନଗର ଓ ନାଓଡା ଉଭୟରେ ବିଜୟ ହୋଇଥିଲେ। ପରେ  ସେ  ଆସନ ଛାଡି ଦେଇଥିଲେ। ଏହା ଫଳରେ  ରେଜିନଗର ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେ ନାଓଡାରେ ନିଜ ଗଡ଼ ବଜାୟୀ ରଖିବାକୁ ଚାହୁଁଥିଲେ।

    ସେହିପରି,ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ  ଅଧିକାରୀ ଭାବାନିପୁରକୁ ନିଜ ଅକ୍ତିଆରରେ ରଖିଥିବା ବେଳେ ନନ୍ଦୀଗ୍ରାମ ଆସନକୁ ଛାଡିଦେଇଥିଲେ। ଯେଉଁ ଆସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିପୁଳ ପରିମାଣରେ ଭୋଟ୍ ପାଇ ପରାସ୍ତ କରିଥିଲେ। ପରେ ଯେଉଁକାରଣରୁ ନନ୍ଦୀଗ୍ରାମକୁ ପୁଣି ଥରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏହି ପ୍ରତିଦ୍ୱନ୍ଦ୍ୱିତାରେ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ପୁନର୍ଗଠନ ମଧ୍ୟ ଦେଖାଯାଇଥିଲା। ମମତା ବାନାର୍ଜୀ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ସମର୍ଥନ ଜଣାଇଥିଲେ।

     

    Add Zee News as a Preferred Source
    TAGS:
    Odia News