• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Gold Rate: କମିଲା ସୁନା ଦର, ୧୮, ୨୨ ଏବଂ ୨୪ କ୍ୟାରେଟ୍ କେତେ ଫରକ ଜାଣନ୍ତୁ...

Gold Rate: କମିଲା ସୁନା ଦର, ୧୮, ୨୨ ଏବଂ ୨୪ କ୍ୟାରେଟ୍ କେତେ ଫରକ ଜାଣନ୍ତୁ...

ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୩,୮୪୯ ଟଙ୍କା, ୨୨ କ୍ୟାରେଟ୍ ସୁନା ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧୦,୩୮୭ ଟଙ୍କା ରହିଛି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 13, 2026, 12:17 PM IST|Updated: Nov 13, 2026, 12:27 PM IST
joinshare
Gold Rate: କମିଲା ସୁନା ଦର, ୧୮, ୨୨ ଏବଂ ୨୪ କ୍ୟାରେଟ୍ କେତେ ଫରକ ଜାଣନ୍ତୁ...
Image Credit: Gold rate latest update

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Gold Rate: ସୁନା କିଣିବାକୁ ଇଚ୍ଛା ଥିଲେ ଆପଣଙ୍କ ପାଇଁ ଏହା ଆଶ୍ୱସ୍ତିର ଖବର । ଆଜି ସୁନା ଦରରେ ହ୍ରାସ ରେକର୍ଡ କରାଯାଇଛି। ୨୪ କ୍ୟାରେଟ ସୁନା ଗୋଟିଏ ଦିନରେ ଗ୍ରାମ ପିଛା ୧୩୧ ଟଙ୍କା ଶସ୍ତା ହୋଇଯାଇଛି। ସେହିପରି ୨୨ କ୍ୟାରେଟ ଏବଂ ୧୮ କ୍ୟାରେଟ ସୁନା ଦାମରେ ମଧ୍ୟ ହ୍ରାସ ଘଟିଛି। ଗୁଡ୍‌ରିଟର୍ଣ୍ଣସ୍ ଅନୁଯାୟୀ, ଶୁକ୍ରବାର ଦିନ ୨୪ କ୍ୟାରେଟ ସୁନାର ଦର ଗ୍ରାମ ପିଛା ୧୩,୮୪୯ ଟଙ୍କାକୁ ଖସି ଆସିଛି। ୨୨ କ୍ୟାରେଟ ସୁନା ଦର ଖସି ୧ ଗ୍ରାମ ପିଛା ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ୧ ଗ୍ରାମ ପିଛା ୧୦,୩୮୭ ଟଙ୍କା ରହିଛି। ଗତକାଲି ତୁଳନାରେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୧୨୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ୯୮ ଟଙ୍କା ଶସ୍ତା ହୋଇଛି। ଗହଣା କିଣିବା ସମୟରେ ମେକିଂ ଚାର୍ଜ ଏବଂ ଲାଗୁ ହେଉଥିବା ଟିକସ ଅଲଗା ଭାବେ ଯୋଡ଼ା ହୋଇଥାଏ ଫଳରେ କିଛି ସ୍ଥାନରେ ସୁନା ଦରରେ ଭିନ୍ନ ଦେଖିବାକୁ ମିଳିଥାଏ ।

ରାଜଧାନୀ ଦିଲ୍ଲୀରେ ଆଜି ୨୪ କ୍ୟାରେଟ ସୁନାର ଦର ଗ୍ରାମ ପିଛା ୧୩,୮୬୪ ଟଙ୍କା ଏବଂ ୨୨ କ୍ୟାରେଟ ସୁନା ୧୨,୭୧୦ ଟଙ୍କା ରେକର୍ଡ କରାଯାଇଛି । ସେହିପରି ୧୮ କ୍ୟାରେଟ ସୁନା ଗ୍ରାମ ପିଛା ୧୦,୪୦୨ ଟଙ୍କାରେ ମିଳୁଛି। ମୁମ୍ବାଇରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩,୮୪୯ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ୧୦,୩୮୭ ଟଙ୍କା ରହିଛି। ପୁଣେରେ ଆଜି ୨୪ କ୍ୟାରେଟ ସୁନା ୧ ଗ୍ରାମ ପିଛା ୧୩,୮୪୯ ଟଙ୍କା ରହିଛି। ଏଠାରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୧୦,୩୮୭ ଟଙ୍କା ରହିଛି।

କୋଲକାତାରେ ୧୩ ନଭେମ୍ବରରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୧୩,୮୪୯ ଟଙ୍କା ରହିଛି । ୨୨ କ୍ୟାରେଟ ସୁନା ମୂଲ୍ୟ ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୦,୩୮୭ ଟଙ୍କା ରହିଛି। ବେଙ୍ଗାଲୁରୁରେ ୨୪ କ୍ୟାରେଟ ସୁନା ଦର ୧ ଗ୍ରାମ ପିଛା ୧୩,୮୪୯ ଟଙ୍କା ରହିଛି। ଏଠାରେ ୨୨ କ୍ୟାରେଟ୍ ସୁନା ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୧୦,୩୮୭ ଟଙ୍କା ରେକର୍ଡ କରାଯାଇଛି।

ହାଇଦ୍ରାବାଦରେ ୨୪ କ୍ୟାରେଟ୍ ସୁନାର ଦର ଗ୍ରାମ ପିଛା ୧୩,୮୪୯ ଟଙ୍କା ରହିଛି। ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୦,୩୮୭ ଟଙ୍କା ରେକର୍ଡ କରାଯାଇଛି। ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩,୮୪୯ ଟଙ୍କା ରେକର୍ଡ କରାଯାଇଛି। ଏଠାରେ ୨୨ କ୍ୟାରେଟ ସୁନା ଗ୍ରାମ ପିଛା ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ ସୁନାର ଦର ଗ୍ରାମ ପିଛା ୧୦,୩୯୦ ଟଙ୍କା ରହିଛି।

ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୩,୮୪୯ ଟଙ୍କା, ୨୨ କ୍ୟାରେଟ୍ ସୁନା ୧୨,୬୯୫ ଟଙ୍କା ଏବଂ ୧୮ କ୍ୟାରେଟ୍ ସୁନା ୧୦,୩୮୭ ଟଙ୍କା ରହିଛି ।

Disclaimer: ଆପଣଙ୍କୁ କହିରଖୁଛୁ ଯେ, ଏଠାରେ ପ୍ରଦାନ କରାଯାଇଥିବା ସୁନା ଦରରେ ମେକିଂ ଚାର୍ଜ ଏବଂ ଜିଏସଟି ଅନ୍ତର୍ଭୁକ୍ତ ନୁହେଁ । ମେକିଂ ଚାର୍ଜ ଏବଂ ଜିଏସଟି ମିଶାଇଲେ ସୁନା ଦରରେ ପାର୍ଥକ୍ୟ ଆସିବା ସ୍ୱଭାବିକ । ତେଣୁ ଆପଣ ନିଜ ଅଞ୍ଚଳର ପ୍ରକୃତ ସୁନାଦର ଜାଣିବା ପାଇଁ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ସହ ଯୋଗାଯୋଗ କରନ୍ତୁ ।

Also Read- Video: ପୁରୀ ଯାଉଥିଲା 'ପଦ୍ମା' ବସ୍, ଯାଜପୁରରେ ଦୁର୍ଘଟଣା... ଦେଖନ୍ତୁ ଭିଡିଓ

Add Zee News as a Preferred Source
TAGS:
Odia News