• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Pm Narendra Modi: ବସ୍ତରରେ ଯବାନଙ୍କ ସହ ପଏମ୍ ମୋଦୀ ପାଳିଲେ ଦୀପାବଳି, କହିଲେ....

Pm Narendra Modi: ବସ୍ତରରେ ଯବାନଙ୍କ ସହ ପଏମ୍ ମୋଦୀ ପାଳିଲେ ଦୀପାବଳି, କହିଲେ....

Pm Narendra Modi: ଆଜି ଆଲୋକର ପର୍ବ ଦୀପାବଳି। ଏ-ନେଇ ଦେଶବ୍ୟାପୀ ଉତ୍ସାବର ମାହୋଲ୍ ଦେଖିବାକୁ ମିଳିଛି। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୋଦୀ ଦେଶର ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ବଜାୟୀ ରଖିଛନ୍ତି।

Written ByNarmada BeheraEdited ByNarmada Behera
Published: Nov 08, 2026, 04:38 PM IST|Updated: Nov 08, 2026, 04:40 PM IST
joinshare
Pm Narendra Modi: ବସ୍ତରରେ ଯବାନଙ୍କ ସହ ପଏମ୍ ମୋଦୀ ପାଳିଲେ ଦୀପାବଳି, କହିଲେ....
Image Credit: Representative -Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Pm Narendra Modi:  ଆଜି ଆଲୋକର ପର୍ବ ଦୀପାବଳି।  ଏ-ନେଇ ଦେଶବ୍ୟାପୀ ଉତ୍ସାବର ମାହୋଲ୍ ଦେଖିବାକୁ ମିଳିଛି। ଏନେଇ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ   ମୋଦୀ ଦେଶର ଯବାନ ମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ବଜାୟୀ ରଖିଛନ୍ତି। ୨୦୧୪ ରେ ଏହି ପରମ୍ପରା ମୋଦୀ ଆରମ୍ଭ କରିଥିଲେ।  ମୋଦୀ  ଏକ୍ସରେ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ  ଶନିବାର ଦିନ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ଦୀପାବଳି ସମସ୍ତଙ୍କ ପାଇଁ ଶୁଭ, ଶାନ୍ତି ଓ  ସମୃଦ୍ଧି ଆଣୁ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ ଭାବରେ ବର୍ଣ୍ଣନା କରାଯାଇଥିଲା।  

    ଚଳିତ ଥର ଛତିଶଗଡ଼ ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପିଏମ୍ ମୋଦୀ। ସେ ଏହି ଅବସରରେ କହିଛନ୍ତି ଯେ, 
    ନକ୍ସଲ ପ୍ରଭାବିତ ବସ୍ତର ଏବେ ଉନ୍ନତି ପଥରେ ଆଗଉଛି।  ଏହି ଉନ୍ନତି  ପଛରେ ବୀର ଯବାନଙ୍କ ହାତ ରହିଛି।  ଏହି ବସ୍ତର ହେଉଛି ସେହି ଅଞ୍ଚଳ ଯାହା ଦିନେ ନକ୍ସଲଙ୍କ ଗଡ଼ ଥିଲା।  ସୁରକ୍ଷା ବାହିନୀଙ୍କ ତ୍ୟାଗ ଓ ବଳିଦାନ ଓ ଦେଶପ୍ରତି ଥିବା ସମର୍ପଣକୁ ସମ୍ମାନ ଜଣାଉଛି।

    କେଉଁ ମସିହାରେ କେଉଁ ଆର୍ମି କ୍ୟାମ୍ପରେ ଭାରତୀୟ ସେନାଙ୍କ ସହ ମୋଦୀ ପାଳିଥିଲେ ଦୀପାବଳି ନଜର ପକାନ୍ତୁ:

    -୨୦୧୪ ମସିହାରେ ସିଆଚେନ୍ ବେସ୍ କ୍ୟାମ୍ପରେ ସୈନିକମାନଙ୍କ ସହ ଦୀପାବଳି ପାଳନ କରି ଏହି ପରମ୍ପରା ଆରମ୍ଭ କରିଥିଲେ।
    -୨୦୧୫ରେ ଅମୃତସର ନିକଟବର୍ତ୍ତୀ ପଞ୍ଜାବ ସେକ୍ଟର।
    -୨୦୧୬ରେ ହିମାଚଳ ପ୍ରଦେଶର ଚୀନ ସୀମା ନିକଟରେ ସୁମଦୋହ ।
    - ୨୦୧୭ରେ ଜମ୍ମୁ ଏବଂ କାଶ୍ମୀରର ଗୁରେଜ ସେକ୍ଟରରେ।
    -୨୦୧୮ ମସିହାରେ ଉତ୍ତରାଖଣ୍ଡର ହର୍ଷିଲ।
    ୨୦୧୯ ମସିହାରେ ଏଲଓସି ନିକଟବର୍ତ୍ତୀ ରଜୌରିରେ ସୌନ୍ୟମାନଙ୍କ ସହ ଦୀପାବଳି ପୋଳନ କରିଥିଲେ। 
    ୨୦୨୦ ମସିହାରେ ରାଜସ୍ଥାନର ଲୋଙ୍ଗେୱାଲା ।
    ୨୦୨୧ ମସିହାରେ ଜମ୍ମୁ ଏବଂ କାଶ୍ମୀରର ନୌଶେରା।
    ୨୦୨୨ ମସିହାରେ କାର୍ଗିଲ୍।
     

    Add Zee News as a Preferred Source
    TAGS:
    Odia News