• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /Abhijeet Dipke Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?

Abhijeet Dipke Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?

Abhijeet Dipke Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?

Written ByNarmada BeheraEdited ByNarmada Behera
Published: Oct 16, 2026, 03:32 PM IST|Updated: Oct 16, 2026, 03:35 PM IST
joinshare
Abhijeet Dipke Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?
Image Credit: Abhijit Deepak Update: CJP ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ଦିଲ୍ଲୀ ପୋଲିସ୍, ଜାଣନ୍ତୁ କାହିଁକି?

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.


    Abhijit Deepak Update: କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଘରେ ପହଞ୍ଚିଛି  ଦିଲ୍ଲୀ ପୋଲିସ୍। ସିପିଜେର ତ୍ରିରଙ୍ଗା ରାଲି ପୂର୍ବରୁ ଦୀପକେଙ୍କ ନୂଆଦିଲ୍ଲୀ ସ୍ଥିତ ଘରେ ପହଞ୍ଚିଛି ପୋଲିସ୍। ଆଜି ସନ୍ଧ୍ୟାରେ ଦିଲ୍ଲୀର କନର୍ଡ଼ ପ୍ୟାଲେସ୍ (Delhi's Connaught Place)ରେ ତ୍ରିରଙ୍ଗା ଯାତ୍ରାର ଡାକରା ଦେଇଛି ଦଳ । ଏ-ନେଇ ଦିଲ୍ଲୀ ପୋଲିସ୍ ଦିଲ୍ଲୀ ପୋଲିସ୍ ତାଙ୍କ ବାସଭବନ ରେ ପହଞ୍ଚିଥିବା ସୂଚନା ମିଳିଛି। ଆନ୍ଦୋଳନ ପୂର୍ବରୁ ତାଙ୍କ ବାସଭବନରେ ପହଞ୍ଚି ଅଟକ ରଖିଛି। ଅଭିଜିତ୍ ଦିଲ୍ଲୀର ଝଣ୍ତେଓ୍ବାଲାନ୍ ସ୍ଥିତ ଏକ ଘରେ ରହୁଛନ୍ତି।

    ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦିଲ୍ଲୀ ପୋଲିସ୍ ତ୍ରିରଙ୍ଗା ଯାତ୍ରା ପାଇଁ ଅନୁମତି ଦେଇନାହିଁ। ତେଣୁ ଅଭିଜିତ୍ ଙ୍କ ଏହି ଯାତ୍ରାକୁ ପୋଲିସ୍ ବିରୋଧ କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ତାଙ୍କୁ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି।  

     

    VIDEO | Delhi: Police team reaches the house where CJP founder Abhijeet Dipke is staying. #CJP #DelhiPolice (Full video available on PTI Videos - https://t.co/d8jp61yd2p) https://t.co/y0aQvtZU03

    — Press Trust of India (@PTI_News) October 16, 2026

     

    ସୂଚନା ଯୋଗ୍ୟ, କକରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଦିର୍ଘ ଦିନ ହେବ ଚର୍ଚ୍ଚାରେ ଅଛନ୍ତି।  ନିକଟରେ, ଦିଲ୍ଲୀର ଜନ୍ତରମନ୍ତରରେ ପ୍ରଦର୍ଶନ କରିବାକୁ ଆସିଥିବା ବେଳେ ପୋଲିସ୍ ତାଙ୍କୁ ଅଟକ ରଖିଥିଲା। ଦିଲ୍ଲୀ ବିମାନ ବନ୍ଦର ଭିତରେ ପଶି ପୋଲିସ୍ ବିମାନ ମଧ୍ୟରୁ ତାଙ୍କୁ ତାଙ୍କୁ ଉଠାଇ ନେଇଥିଲା।  ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ଅଭଜିତ୍ , ସୌରଭ୍ ଓ ଆଶୁତୋଷ ରାଙ୍କା ସହ ପୋଲିସ୍ ର ପାଟିତୁଣ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ, ପୋଲିସ୍  ଏ ସମସ୍ତଙ୍କୁ ଥାନାକୁ ନେଇ ଯାଇଥିବା ବେଳେ ଏହାରି ଭିତରେ ଏକ ଦୁଃଖଦ ଖବର ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ ତାଙ୍କର ଜେଜେମାଙ୍କର ଦେହାନ୍ତ ଘଟିଥିଲା। ଏନେଇ ତାଙ୍କୁ ପୋଲିସ୍ କର୍ମୀ ମାନେ ଏହି ସମୟରେ ତାଙ୍କ ଘର ଲୋକ ସହ କଥା କିମ୍ବା ନିଜ ଓକିଲ ସହ ପରାମର୍ଶ କରିବାକୁ ଫୋନ୍ ଦେଇ ନଥିବା କହିଥିଲେ ଅଭିଜିତ୍। ହେଲେ, ପୋଲିସ୍ ଏହି ଅଭିଯୋଗକୁ ଖଣ୍ତନ କରିଥିଲା। ଏନେଇ ଦିଲ୍ଲୀ ପୋଲିସ୍ ପକ୍ଷରୁ ଏକ ପ୍ରେସମିଟ୍ ବି କରାଯାଇ ସଫେଇ ଦିଆଯାଇଥିଲା  

     

     

    Add Zee News as a Preferred Source
    TAGS:
    Odia News