• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /IPO: IPO ଲଞ୍ଚକୁ ନେଇ ଜୀ ମିଡିଆ ରିଲାଏନ୍ସ ଜିଓ ପଚାରିଲା ୧୪ ପ୍ରଶ୍ନ? ଜାଣନ୍ତୁ କ'ଣ

IPO: IPO ଲଞ୍ଚକୁ ନେଇ ଜୀ ମିଡିଆ ରିଲାଏନ୍ସ ଜିଓ ପଚାରିଲା ୧୪ ପ୍ରଶ୍ନ? ଜାଣନ୍ତୁ କ'ଣ

IPO: ନାଁ କରା ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପ୍ଲାଟଫର୍ମ ପ୍ରାରମ୍ଭିକ ପବ୍ଲିକ୍ ଅଫରି ଆରମ୍ଭ କରିବା ନେଇ ପ୍ରସ୍ତୁତି କରୁଛି। ଯାହା ଦ୍ବାରା କମ୍ପାନୀ ଏହି ମେଗା ଆଇପିଓରେ ୩୦,୦୦୦ କୋଟି ସଂଗ୍ରହ କରିବ ବୋଲି ଆଶା ରଖିଛି। ଯାହା ଚଳିତ ମାସ ୨୧ ତାରିଖରୁ ୨୩ ତାରିଖ ଯାଏଁ ସାଧାରଣ ସବସ୍କ୍ରିପସନ୍ ଲାଗି ଖୋଲା ରହିବ।

Written ByNarmada BeheraEdited ByNarmada Behera
Published: Oct 16, 2026, 02:23 PM IST|Updated: Oct 16, 2026, 02:25 PM IST
joinshare
IPO: IPO ଲଞ୍ଚକୁ ନେଇ ଜୀ ମିଡିଆ ରିଲାଏନ୍ସ ଜିଓ ପଚାରିଲା ୧୪ ପ୍ରଶ୍ନ? ଜାଣନ୍ତୁ କ'ଣ
Image Credit: IPO: IPO ଲଞ୍ଚକୁ ନେଇ ଜୀ ମିଡିଆ ରିଲାଏନ୍ସ ଜିଓ ପଚାରିଲା ୧୪ ପ୍ରଶ୍ନ? ଜାଣନ୍ତୁ କ'ଣ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    IPO: ନାଁ କରା ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପ୍ଲାଟଫର୍ମ ପ୍ରାରମ୍ଭିକ ପବ୍ଲିକ୍ ଅଫରି ଆରମ୍ଭ କରିବା ନେଇ ପ୍ରସ୍ତୁତି କରୁଛି। ଯାହା ଦ୍ବାରା କମ୍ପାନୀ ଏହି ମେଗା ଆଇପିଓରେ ୩୦,୦୦୦ କୋଟି ସଂଗ୍ରହ କରିବ ବୋଲି ଆଶା ରଖିଛି। ଯାହା ଚଳିତ ମାସ ୨୧ ତାରିଖରୁ ୨୩ ତାରିଖ ଯାଏଁ ସାଧାରଣ ସବସ୍କ୍ରିପସନ୍ ଲାଗି ଖୋଲା ରହିବ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଜୀ ମିଡିଆ ରିଲାଏନ୍ସ ଜିଓର  ଆଇପିଓ ସମ୍ପର୍କରେ କିଛି ପ୍ରଶ୍ନ ଉଠାଇଥିଲା। ଏନେଇ ରିଲାଏନ୍ସ ଜିଓର ମୁଖ୍ୟ ଏନେଇ ମେଲ୍ ମାଧ୍ୟମରେ ଉତ୍ତର ରଖିବା ସହ ଜୀ ମିଡିଆ ବି ରିଲାଏନ୍ସ ଜିଓର  ମୁଖ୍ୟଙ୍କୁ (CEO) ପ୍ରଶ୍ନ ମେଲ୍ ମାଧ୍ୟମରେ ପଚାରିଥିଲା। ଆସନ୍ତୁ ଜାଣିବା ସେ ପ୍ରଶ୍ନ ଗୁଡିକ ସମ୍ପର୍କରେ....


    ପ୍ରଶ୍ନ-୧

    ଆଇପିଓ ଆୟର ୯୦ ପ୍ରତିଶତ ରୁ ଅଧିକ ନୂତନ କ୍ଷମତା ବିସ୍ତାର କରିବା ପରିବର୍ତ୍ତେ ପୁରୁଣା ଋଣରୁ ପରିଶୋଧ କରିବା ନେଇ ବ୍ୟବହାର ହେଉଛି , ସେତେବେଳେ ନୂତନ ସାଧାରଣ ସେୟାରଧାରୀଙ୍କୁ କାହିଁକି ପୁରୁଣା ଋଣ ପରିଶୋଧ କରିବାକୁ ବାଧ୍ୟ କରାଯାଉଛି?

    ପ୍ରଶ୍ନ-୨
    ଯେତେବେଳେ  ଜିଓ ସେୟାର ସିଧାସଳଖ ଟିକସ୍ -ନିରପେକ୍ଷ  ମାଧ୍ୟମରେ ଆରଆଇଏଲ୍ ସେୟାରଧାରୀଙ୍କୁ ପ୍ରଦାନ କରାଯାଇପାରିବ କି? ତେବେ, ବୋର୍ଡ କାହିଁକି ଏ ନୂଆ ବାଟ ବାଛିଲା ଯାହା ଅଂଶଧନକୁ ହ୍ରାସ କରିବ।


    ପ୍ରଶ୍ନ-୩ 
    ଯେଉଁ ସମୟରେ  ବିଭିନ୍ନ ପ୍ରତିଷ୍ଠାନ ବା ସଂସ୍ଥା  ଗୁଡିକ ଜିଓ ପ୍ଲାଟଫର୍ମରେ ସିଧାସଳଖ ନିବେଶ କରିପାରିବେ। ଏହି କମ୍ପାନୀର ମୂଲ୍ୟାଙ୍କନକୁ ସ୍ଥାୟୀ ଭାବରେ ସୀମିତ କରି  ରିଲ୍ ଉପରେ ଏକ ହୋଲିଂ କମ୍ପାନୀ ରିହାତି ଲାଗୁ କରି ପାରିବ ନାହିଁ?


    ପ୍ରଶ୍ନ-୪  
    ରିଲ୍ ଜିଓ  ପ୍ଲାଟଫର୍ମ ମାଧ୍ୟମରେ  ୬୬.୪ ପ୍ରତିଶତ ରହିବ। ଅର୍ଥାତ୍ ଆଇପିଓ  ପ୍ରତ୍ୟକ ଟଙ୍କା ରିହାତି ଦିର୍ଘକାଳୀନ  ରିଲ୍ ସେୟାଲ ହୋଲଡରଙ୍କ ଠାରୁ ନୂଆ ସେୟାର ହୋଲ୍ଟଡରଙ୍କ ସମ୍ପତ୍ତି ଦେବ?

    ପ୍ରଶ୍ନ-୫

    ଯେଉଁ ସମୟରେ କମ୍ପାନୀର ସମୟ ୩ ପ୍ରତିଶତରୁ କମ୍ ଉପଲବ୍ଧ ଥାଏ। ତାଲିକାକରଣ ଦିନ ପ୍ରକୃତ ମୂଲ୍ୟାଙ୍କନ କଣ ରହିବ ତାହା ପ୍ରତିଫଳନ କରିବ?

    ପ୍ରଶ୍ନ-୬ 
    ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ୨୦୨୦ ପୂର୍ବ ଆଇପିଓ ନିବେଶକଙ୍କ ମଧ୍ୟରୁ କିଏ ସେୟାର ବିକ୍ରି କରି ଲ୍ୟାଣ୍ତମାର୍କ ମୂଲ୍ୟାଙ୍କର ଦଉ ନାହାଁନ୍ତି। ଏବଂ ତାହା ଉପରେ ସମସ୍ତଙ୍କ ନଜର ରହିବ?

    ପ୍ରଶ୍ନ-୭

    ଜିଓ ପ୍ଲାଟଫର୍ମରେ ଯଦି ସମାନ ବ୍ରାଣ୍ତ ସହ ଅନ୍ୟ ଏକ ଗୋଷ୍ଠୀ କମ୍ପାନୀ ଏକ ବଡ଼ ବିଫଳତାର ସହ ସମ୍ମୁଖିନ ହୁଅନ୍ତି।  ତେବେ, ଅଂଶୀଦାରଙ୍କୁ ସୁରକ୍ଷା ଦେବାର ଆଇନ୍ ବ୍ୟବସ୍ଥା କଣ  ଅଛି କି ନାହଁ?

    ପ୍ରଶ୍ନ -୮
    ଗ୍ରାହକ ଅଧିକରଣ ଫି୍ , ରିଲାଏନ୍ସ ଓ ରିଲାଏନ୍ସ ଟେବୁଲ୍ ସହ ସେୟାର ହୋଇଥିବା ଖର୍ଚ୍ଚ  କେଉଁ ଆଧାରରେ କରାଯାଏ। ଏବଂ ଏଥିରେ କେଉଁମାନେ ସଦସ୍ୟ ରହିଛିନ୍ତି, କେଉଁ ବ୍ୟବସ୍ଥା ସବୁ ରହିଛି?

    ପ୍ରଶ୍ନ -୯

    ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା କମ୍ ନିବେଶ କରୁଥିବା ନିବେଶକଙ୍କୁ କେଉଁ  ସବୁ ସୁବିଧା ଉପଲବ୍ଧ ହେଉଛି। ଏହା କେଉଁ ସବୁ ଦିଗରେ କାମ କରେ। ବିସ୍ତୁତ ଭାବରେ ପ୍ରଶ୍ନ ପଚାରା ଯାଇଛି?


    ପ୍ରଶ୍ନ-୧୦ 
    ଯେଉଁମାନେ ଜିଓ କିମ୍ବା  ପୁଞ୍ଜି ଉପରେ ରିଟର୍ଣ୍ଣ ଚାହୁଛନ୍ତି। ସେମାନଙ୍କ ପୁଞ୍ଜି ଖର୍ଚ୍ଚ ୮ ପ୍ରତିଶତ ପାଖାପାଖି ରହିଛି। ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ, ବାଜାର ଗୁଡିକ କିଭଳି ବିଶ୍ବାସ କରିବେ ଯେ, ସେମାନେ ଫେରସ୍ତ ଅଧିକ ପାଇବେ?

    ପ୍ରଶ୍ନ-୧୧

    ଗତ ତିନି ବର୍ଷ ମଧ୍ୟରେ ରିଲ୍ ସେୟାର ସ୍ଥିର ରହିଥିବା ବେଳେ ଚଳିତ ବର୍ଷ ୪ ଲକ୍ଷ ହ୍ରାସ ହୋଇଛି। ଯାହା ସେୟାରଧାରୀଙ୍କ ଉପରେ ପ୍ରଭାବ ପକାଇବା କି? କମ୍ୟୁନିଟି ଗୋଷ୍ଠୀ ପୁଞ୍ଜିରେ ୧୨୫ ବିଲିୟନରୁ ଅଧିକ ନିବେଶ କିଛି କ୍ଷତି ପକାଇବକି?

    ପ୍ରଶ୍ନ-୧୨

    ୨୦୧୯ ଏଜିଏମ୍ ରେ ସେୟାରଧାରୀଙ୍କୁ କୁହାଯାଇଥିଲା କି, ରିଲାଏନ୍ସ ୫ ବର୍ଷ ମଧ୍ୟରେ ତାଲିକା ଭୁକ୍ତ ହେବ। ହେଲା ଏବେ ସୁଧା ହେଲା ନାହିଁ। ଯାହା ୨୦୨୮ କୁ ଘୁଞ୍ଚିଯାଇଛି।

    ପ୍ରଶ୍ନ-୧୩
    ମୁକେଶ୍ ଆମ୍ବାନୀଙ୍କ ତିନି ସନ୍ତାନ ଜିଓର ରେ ନେତୃତ୍ବ ନେଉଛନ୍ତି। ସେମାନଙ୍କ ମଧ୍ୟରୁ କିଏ କେତେ ଓ ଆଭ୍ୟନ୍ତରୀଣ ପୁଞ୍ଚି ବିନିଯୋଗର ଢାଞ୍ଚା ବ୍ୟବହାର ହୁଏ?

    ପ୍ରଶ୍ନ-୧୪

    ଇନଭେଷ୍ଟଧାରୀଙ୍କ  କ୍ଷତିପୂରଣ ଓ ଆରଆଇଏଲ୍ ର କଣ ସବୁ ମାନଦଣ୍ତ ରହିଛି। ତାହାର କିଛି ବାଲାନ୍ସ ସିଟ୍  ରହିଛି କି?

     

     

    Add Zee News as a Preferred Source
    TAGS:
    Odia News