SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

CM Public Grievance Cancelled: ସାମ୍ଭାବ୍ୟ ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ସ୍ଥଗିତ

CM Public Grievance Cancelled: ଆସନ୍ତା ସୋମବାର (ଅକ୍ଟୋବର ୨୬) ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ବନ୍ଦ ରହିବ। ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଭିଯୋଗ ଶୁଣାଣୀ ସ୍ଥଗତି ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Written By Narmada Behera Edited By Narmada Behera
Published: Oct 24, 2026, 12:43 PM IST | Updated: Oct 24, 2026, 12:46 PM IST
Image Credit: ସାମ୍ଭାବ୍ୟ ବାତ୍ୟା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ସ୍ଥଗିତ
Join

CM Public Grievance Cancelled: ଆସନ୍ତା ସୋମବାର (ଅକ୍ଟୋବର ୨୬) ତାରିଖରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ  ଜନ ଅଭିଯୋଗ ଶୁଣାଣୀ  କାର୍ଯ୍ୟକ୍ରମ ବନ୍ଦ ରହିବ। ସାମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି  ଅଭିଯୋଗ ଶୁଣାଣୀ  ସ୍ଥଗତି ରଖାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ  ସୂଚନା ମିଳିଛି। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ  ସାକ୍ଷାତ କରିବା ପାଇଁ ଅନଲାଇନ୍ ଯୋଗେ ପଞ୍ଜିକରଣ କରିଥିଲେ। ସେମାନେ ମୁଖ୍ୟମନ୍ତ୍ରୀଙ୍କ  ପରବର୍ତ୍ତୀ ଅଭିଯୋଗ ଶୁଣାଣୀ ପାଇଁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସେମାନଙ୍କ ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ଅଭିଯୋଗ ଶୁଣାଣୀ ତାରିଖ ସମ୍ବାଦପତ୍ର ବା ଅନ୍ୟଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ।

ALSO READ: Dwidwadash Yog 2026: ଦ୍ବିଦାଶ ଯୋଗ ବଦଳାଇବ ଏହି ୩ରାଶିଙ୍କ ଭାଗ୍ୟ, ଚାକିରିରେ ମିଳିବ ପ୍ରମୋସନ୍

ALSO READ: Govt Officials Leaves Cancelled: ବାତ୍ୟା ଲାଗି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ,ଏହିସବୁ ଜିଲ୍ଲାକୁ ରେଡ୍ ଆଲର୍ଟ

ସେପଟେ,ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଅଧିକ ଘନୀଭୂତ ହେବାରେ ଲାଗିଛି। ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଗଭୀର ଅବପାତ ରୂପ ନେବା ସହ  ୨୬ ତାରିଖରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏବଂ୨୮ ତାରିଖ ସକାଳେ  ଆନ୍ଧ୍ର ଓ ଉପକୂଳ ଓଡ଼ିଶାରେ ପହଞ୍ଚିପାରେ। ଯାହା ଉପରେ ଭାଗତୀୟ ପାଣିପାଗ ବିଭାଗ ନଜର ରଖିଛି। 
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES