• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍

Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍

Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍

Written ByNarmada BeheraEdited ByNarmada Behera
Published: Oct 25, 2026, 11:11 AM IST|Updated: Oct 25, 2026, 11:14 AM IST
joinshare
Flight Service: ଭୁବନେଶ୍ବରରୁ ଦୁବାଇ ପୁଣି ବିମାନ ସେବା ହେବ ଆରମ୍ଭ, ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍
Image Credit: ସେପଟେ ରାଞ୍ଚିକୁ ଉଡ଼ିବ ଡିରେକ୍ଟ ଫ୍ଲାଇଟ୍

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Flight Service: ରାଜ୍ୟ ସରକାର ଭୁବନେଶ୍ବରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପୁନରାରମ୍ଭ କରିବା ପାଇଁ  ଆନୁଷ୍ଠାନିକ ପଦକ୍ଷେପ ନେଇଛନ୍ତି।  ବାଣିଜ୍ୟ ଓ ପରିବହନ ବିଭାଗ ଅଧିନରେ ବିମାନ ନିର୍ଦ୍ଦେଶାଳୟ ପକ୍ଷରୁ  ଏୟାରଲାଇନ୍ସ ଅପରେଟରଙ୍କୁ  ନିବିଦା ବା ଟେଣ୍ତର ଆହ୍ବାନ୍ କରାଯାଇଛି।

    ଏହି ସେବା ୨୦୨୩ ମସିହା ମେ୧୫ ତାରିଖରେ ଆରମ୍ଭ ହୋଇଥିଲା।  ଏବଂ ସପ୍ତାହକପ ତିନିଥର (ସୋମବାର, ବୁଧବାର, ଶୁକ୍ରାବାର) ପରିଚାଳିତ ହେଉଥିଲା।  ପଶ୍ଚିମ ଏସିଆରେ ଉତ୍ତେଜନା ପରେ ୨୦୨୬ ମାର୍ଚ୍ଚରେ ଏହି ସେବା ସ୍ଥଗିତ ରଖାଯାଇଥିଲା। ଟେଣ୍ତର ଅନୁଯାୟୀ,  ମନୋନୀତ ଏୟାରଲାଇନ୍ସ ଅତି କମ୍ ରେ  ୧୮୦ ଆସନ ବିଶିଷ୍ଟ  ବିମାନ ବ୍ୟବହାର କରିବାକୁ ପଡିବ। ରାଜ୍ୟ ସରକାରଙ୍କ ସହାୟତା ବା ସବସିଡି ଓ୍ବାର୍କଫ୍ରେମ୍ ରେ ଏହିସେବା ପରିଚାଳିତ ହେବ। ସପ୍ତାହରେ ଅତି କମ୍ ରେ ତିନୋଟି ଫ୍ଲାଇଟ୍ ପରିଚାଳନା କରିବା ବାଧ୍ୟତାମୂଳକ ।

    ALSO READ: Kumar Purnima 2026: କୁମାର ପୂର୍ଣ୍ଣିମାରେ ପଡି଼ଛି ଦୁର୍ଲଭ ଯୋଗ! ଚମକିବ ୩ରାଶିଙ୍କ ଭାଗ୍ୟ

    ALSO READ: PM Modi: ଆଜି ଓଡ଼ିଶା ଆସୁଛନ୍ତି ମୋଦୀ, ଭାରତୀୟ ରିସର୍ଭ ବ୍ୟାଙ୍କ ଡାଟା ସେଣ୍ଟର କରିବେ ଉଦଘାଟନ

    ମନୋନୀତ ଅପରେଟର ରୁଟ୍ ର ସମସ୍ତ ଅପରେସନାଲ୍, ରେଗୁଲେଟାରୀ, ବ୍ୟବସାୟିକ ଓ ସୁରକ୍ଷା ଦାୟିତ୍ବ ନେବେ। ଡିଜିସିଏ, ବିସ୍ଏଏସ୍, ଏଏଆଇ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ନିୟମାବଳୀ ଅନୁସରଣ କରି ସୁରକ୍ଷିତ , ବିଶ୍ବସନୀୟ ଓ ଯାତ୍ରୀ କୈନ୍ଦ୍ରିକ ସେବା ପ୍ରଦାନ କରିବାକୁ ନିବିଦାରେ ସ୍ପଷ୍ଟ କରାଯାଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ  ବିମାନବନ୍ଦରରୁ ଭୁବନେଶ୍ବର -ଦୁବାଇ-ଭୁବନେଶ୍ବର -ରୁଟ୍ ରେ ଏହି ସେବା ପରିଚାଳିତ ହେବ। ନିବିଦା ପ୍ରକ୍ରିୟା ଅନୁଯାୟୀ, ଆଇଆରଏଫସି ଡକ୍ୟୁମେଣ୍ଟ ଡାଉନଲୋଡ୍ ଓ ବିଡ୍ ଦାଖଲ ପାଇଁ ସମୟସୀମା ନିର୍ଦ୍ଦାରିତ କରାଯାଇଛି। ପ୍ରି-ବିଡ୍ ମିଟିଂଭର୍ଚୁଆଲ୍ ମୋଡରେ  ଅନୁଷ୍ଠିତ ହୋଇସାରିଛି। ଏହି ସେବା ଆରମ୍ଭ ପୁନାଃରମ୍ଭ ହେଲେ ବ୍ୟବସାୟିକ ପର୍ଯ୍ୟଟନ ଏବଂ ବିଦେଶ ଯାତ୍ରାରେ ସୁବିଧାମିଳିବ ବୋଲି ଆଶା କରାଯାଉଛି।

    ସେପଟେ,ଭୁବନେଶ୍ବରରୁ ଝାରଖଣ୍ତର ରାଜଧାନୀ ରାଞ୍ଜିକୁ  ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଆସନ୍ତା ୨୬ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଶୀତକାଳିନ ବିମାନ ସୁଚୀରେ ଏହି ସୂଚନା ଦିଆଯାଇଛି।  ଭୁବନେଶ୍ବର -ରାଞ୍ଚି ନୂଆ ରୁଟ୍ ରେ ବିମାନ ପ୍ରତି-ବୁଧବାର ଚାଲିବ। ବିମାନ ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରି ରାଞ୍ଜିରେ ଅପରାହ୍ନ ୩ଟା ୨୦ ରେ  ଭୁବନେଶ୍ବର ଅଭିମୁଖେ  ଯାତ୍ରା ଆରମ୍ଭ କରିବ।  ଏହି ବିମାନ ଚଳାଚଳ ଦ୍ବାରା ଦୁଇ ରାଜ୍ୟର ଯାତ୍ରୀମାନେ ଉପକୃତ ହେବେ।  
     

    Add Zee News as a Preferred Source
    TAGS:
    Odia News