• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Flood Update: ଗଂଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ

Flood Update: ଗଂଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ

ଗଞ୍ଜାମ ବନ୍ୟା ପ୍ରଭାବିତ ଲୋକଙ୍କ ପାଖ ରିଲିଫ୍‌ ପହଞ୍ଚାଇବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 30, 2026, 12:03 PM IST|Updated: Oct 30, 2026, 12:13 PM IST
joinshare
Flood Update: ଗଂଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ
Image Credit: ହିଞ୍ଜିଳିକାଟୁର ୩ଟି ସ୍ଥାନରେ ଏୟାର୍‌ ଡ୍ରପିଂ କରାଯିବ ।

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Flood Update: ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ପ୍ରତିକ୍ରିୟା ରଖିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ ପୂର୍ବରୁ SRC କାର୍ଯ୍ୟାଳୟରେ ସମୀକ୍ଷା କରିଥିଲେ ରାଜସ୍ୱ ମନ୍ତ୍ରୀ । ପ୍ରତିକ୍ରିୟାରେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାରେ ୪୩ ହଜାରରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି ।

ଗଞ୍ଜାମ ବନ୍ୟା ପ୍ରଭାବିତ ଲୋକଙ୍କ ପାଖ ରିଲିଫ୍‌ ପହଞ୍ଚାଇବା ପାଇଁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ଆକାଶ ମାର୍ଗରୁ ରିଲିଫ୍ ଦେବା ବ୍ୟବସ୍ଥା କରାଯାଇଛି । ବୋଟ୍‌ ମାଧ୍ୟମରେ ରନ୍ଧା ଖାଦ୍ୟ ଦେବା ବ୍ୟବସ୍ଥା କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି । ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ମୋଟ୍‌ ୨୧ଟି ସ୍ଥାନରେ ଏୟାର୍‌ ଡ୍ରପିଂ ହେବ । ହିଞ୍ଜିଳିକାଟୁର ୩ଟି ସ୍ଥାନରେ ଏୟାର୍‌ ଡ୍ରପିଂ କରାଯିବ । ପୁରଷୋତ୍ତମପୁର, ଶେରଗଡ଼, ଧରାକୋଟ, ଆସିକା, ଭଂଜନଗର ପୌରାଞ୍ଚଳ, ବେଲଗୁଣ୍ଠା ଓ ଚିକିଟିରେ ମଧ୍ୟ ଏୟାର୍‌ ଡ୍ରପିଂ କରାଯିବ । ମାଲକାନଗିରି ବଦଳରେ ଗଂଜାମ ଓ ଗଜପତି ଜିଲ୍ଲା ବେଶୀ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

Rescue operation of pregnant women for delivery by ODRF team in Patrapur Block, Ganjam. https://t.co/dEYuFlXK5R

— SRC, Govt of Odisha (@SRC_Odisha) October 29, 2026

NDRF team engaged in Search and Rescue (SAR) operations in Aska Block of Ganjam district @CMO_Odisha @SecyChief @rdmodisha @ndmaindia https://t.co/V4swL1HwoQ

— SRC, Govt of Odisha (@SRC_Odisha) October 29, 2026

Also Read- ଜଳେଶ୍ୱରରେ ଘଟଣାରେ ବିଜେପି ସରକାରଙ୍କ ଉପରେ ବର୍ଷିଲା ବିଜେଡି

Rescue operation of pregnant women for delivery by ODRF team in Patrapur Block, Ganjam. https://t.co/dEYuFlXK5R

— SRC, Govt of Odisha (@SRC_Odisha) October 29, 2026

Add Zee News as a Preferred Source
TAGS:
Odia News
Cyclone Update
Trending News