ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ
ଆସନ୍ତା ୧୫ରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ୍ ଅବସର ନେବେ । ଜଷ୍ଟିସ୍ ଟଣ୍ଡନଙ୍କ ଅବସର ପରେ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇବେ ଜଷ୍ଟିସ ବିଭୂ ପ୍ରସାଦ ।
Published: Nov 13, 2026, 04:13 PM IST
| Updated: Nov 13, 2026, 04:30 PM IST
ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇବେ ଜଷ୍ଟିସ ବିଭୂ ପ୍ରସାଦ ରାଉତରାୟ । ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତି ଦାୟିତ୍ବ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୧୬ ତାରିଖରେ ଦାୟିତ୍ବ ଗ୍ରହଣ କରିବେ ଜଷ୍ଟିସ ରାଉତରାୟ ।
ଆସନ୍ତା ୧୫ରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ୍ ଅବସର ନେବେ । ଜଷ୍ଟିସ୍ ଟଣ୍ଡନଙ୍କ ଅବସର ପରେ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇବେ ଜଷ୍ଟିସ ବିଭୂ ପ୍ରସାଦ ।
Also Read- ଉପରାଷ୍ଟ୍ରପତିଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମକୁ ବୟକଟ୍ କରିବ କଂଗ୍ରେସ, ବିଜେପି ଦେଲା ଜବାବ!
Also Read- IND vs NZ: ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପରାଜୟ