SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Assembly Winter Session 2026: ଆସନ୍ତାମାସ ୧୮ରୁ ବିଧାନସଭା ଶୀତ ଅଧିବେଶନ, ପ୍ରଥମ ଦିନରେ ଆସିବ...

Odisha Assembly Winter Session 2026: ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୩୧ ଯାଏଁ ଏହା ଚାଲିବ। ସମୁଦାୟ ୩୩ ଟି କାର୍ଯ୍ୟ ଦିବସ ହେବ। ପ୍ରଥମ ଦିନରେ ୨୦୨୬-୨୭ ର ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ।

Written By Narmada Behera Edited By Narmada Behera
Published: Oct 29, 2026, 11:02 AM IST | Updated: Oct 29, 2026, 11:04 AM IST
Image Credit: Representative - Social Media
Join

Odisha Assembly Winter Session 2026: ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନ  ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ।  ଡିସେମ୍ବର ୩୧ ଯାଏଁ  ଏହା ଚାଲିବ। ସମୁଦାୟ ୩୩ ଟି କାର୍ଯ୍ୟ ଦିବସ ହେବ। ପ୍ରଥମ ଦିନରେ ୨୦୨୬-୨୭ ର ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ। ପ୍ରଥମ ଦିନରେ  ୨୦୨୬-୨୭ ଆର୍ଥିକ ବର୍ଷ ର ଅତିରିକ୍ତ ବଜେଟ୍  ଆଗତ ହେବ।  ଏହାପରେ,  ନଭେମ୍ବର ୨୫,୨୬ ଓ ୨୭ ତାରିଖ ଦିନ ଧରି ଅତିରିକ୍ତ ଖର୍ଚ୍ଚ ବିବରଣୀ  ଉପରେ ଆଲୋଚନା ହେବ। ନଭେମ୍ବର  ୩୦ ତାରିଖ ସୋମବାର ଦିନ  ଏହି ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ବ୍ୟ ମଞ୍ଜୁରୀ ଆଗତ କରାଯିବ। ଅଧିବେଶନରେ ମୋଟ୍ ୩୩ ଟି କାର୍ଯ୍ୟ ଦିବସ ମଧ୍ୟରୁ ୨୫ଟି ସରକାରୀ ଓ ୬ଟି ବେସରକାରୀ ଦିବସ ରହିଛି। 

ALSO READ: Top 10 News Today: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା ଅର୍ଣ୍ଣବ,ଟ୍ରେନ୍ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ସହ ପଢନ୍ତୁ ସକାଳର ୧୦ ବଡ଼ ଖବର

ALSO READ: Arnab Cyclone: ବାତ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍! ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅର୍ଣ୍ଣବ'


 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES