SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Cm Mayurbhanj Tour: ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍ରମ?

Odisha Cm Mayurbhanj Tour: ଆଜି ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ଆଗୁଆଡ଼ ଗ୍ରାମରେ ଆଦିବାସୀ କୁଡୁମୀ ସମାଜ ପକ୍ଷରୁ ସ୍ଥାନୀୟ ଯୁବକ ସଂଘ ମିଳିତ ସହଯୋଗରେ ଜାତୀୟ ବନ୍ଦନା ପରବ-୨୦୨୬ ପାଳନ କରାଯାଉଛି।

Written By Narmada Behera Edited By Narmada Behera
Published: Nov 13, 2026, 08:35 AM IST | Updated: Nov 13, 2026, 08:39 AM IST
Image Credit: Representative -Social Media
Join

Odisha Cm Mayurbhanj Tour: ଆଜି ବଡ଼ସାହି ବ୍ଲକ୍ ଅନ୍ତର୍ଗତ  ଦୁର୍ଗାପୁର ପଞ୍ଚାୟତ ଆଗୁଆଡ଼ ଗ୍ରାମରେ ଆଦିବାସୀ କୁଡୁମୀ ସମାଜ  ପକ୍ଷରୁ  ସ୍ଥାନୀୟ ଯୁବକ ସଂଘ  ମିଳିତ ସହଯୋଗରେ  ଜାତୀୟ ବନ୍ଦନା  ପରବ-୨୦୨୬ ପାଳନ କରାଯାଉଛି।  କୁଡୁମି ସମାଜର ଭାଷା ,ସଂସ୍କୃତି, ପରମ୍ପରା, ଓ ଏତକାକୁ ଜାତୀୟ ସ୍ତରରେ  ପରିଚିତ କରାଇବା  ହେଉଛି ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ।  ବୁଧବାର ଏହାର ଶୁଭାରମ୍ଭ ହୋଇଥିବା ବେଳେ  (ଶୁକ୍ରବାର) ଆଜି ଅନୁଷ୍ଠିତ ହେବାକୁ ଥିବା  ଉଦଯାପନୀ ଦିବସରେ ଜାତୀୟ ସ୍ତରୀୟ  ବାନ୍ଦନା ପର୍ବରେ  ମୁଖ୍ୟ ଅତିଥି ଭାବରେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ। ହେଲିକପ୍ଟର ଯୋଗେ ଆସି ଆଗୁଆଡ଼ ପଡିଆରେ  ଅବତରଣ କରିବେ।  ଏବଂ ଜାତୀୟ  ବନ୍ଦନା ପର୍ବ ୨୦୨୬ରେ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ALSO READ: Road Accident: ବଡ଼ଚଣାରେ ଟ୍ରକକୁ ପିଟିଲା ଟୁରିଷ୍ଟ୍ ବସ୍,ସେପଟେ,ଟ୍ରଲର ସହ ଧକ୍କା ହେଲା ପୋଲିସ ଗାଡି଼...

ALSO READ: PMAY: ଖୁସି ଖବର!ଏହି ଦିନ ହିତାଧିକାରୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES