• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Orangutan: ଓଡ଼ିଶାରେ ରହିବେ ଓରାଙ୍ଗଉଟାନ! ସୁସ୍ଥ ଅଛନ୍ତି, ଆମେ ଚାହୁଁ ଏଠାରେ ରୁହନ୍ତୁ: ଜଙ୍ଗଲ ମନ୍ତ୍ରୀ

Orangutan: ଓଡ଼ିଶାରେ ରହିବେ ଓରାଙ୍ଗଉଟାନ! ସୁସ୍ଥ ଅଛନ୍ତି, ଆମେ ଚାହୁଁ ଏଠାରେ ରୁହନ୍ତୁ: ଜଙ୍ଗଲ ମନ୍ତ୍ରୀ

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ କହିବା ଅନୁଯାୟୀ, ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି। ତାଙ୍କୁ ଓଡ଼ିଶାରେ ରଖିବା ପାଇଁ ରାଜ୍ୟ ସରକାର ଆଗ୍ରହୀ ଅଛନ୍ତି। ତେବେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ କୌଣସି ଦେଶ ଏଯାଏଁ ଦାବି କରିନାହାନ୍ତି ବୋଲି ସେ କହିଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 08, 2026, 12:52 PM IST|Updated: Nov 08, 2026, 12:56 PM IST
joinshare
Orangutan: ଓଡ଼ିଶାରେ ରହିବେ ଓରାଙ୍ଗଉଟାନ! ସୁସ୍ଥ ଅଛନ୍ତି, ଆମେ ଚାହୁଁ ଏଠାରେ ରୁହନ୍ତୁ: ଜଙ୍ଗଲ ମନ୍ତ୍ରୀ
Image Credit: Orangutan: ଓଡ଼ିଶାରେ ରହିବେ ଓରାଙ୍ଗଉଟାନ! ସୁସ୍ଥ ଅଛନ୍ତି, ଆମେ ଚାହୁଁ ଏଠାରେ ରୁହନ୍ତୁ: ଜଙ୍ଗଲ ମନ୍ତ୍ରୀ

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Orangutan: ଓଡ଼ିଶାରେ ଚର୍ଚ୍ଚାରେ ଥିବା ଓରାଙ୍ଗଉଟାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଓରାଙ୍ଗଉଟାନ ଏବେ ସୁସ୍ଥ ଥିବା କହିବା ସହ ତାଙ୍କୁ ଓଡ଼ିଶାରେ ରଖିବାକୁ ସରକାର ଚାହୁଁଥିବା ମନ୍ତ୍ରୀ ମତ ଦେଇଛନ୍ତି। ଏହାସହ ଅନ୍ତର୍ଜାତୀୟ ସ୍ତରରେ ଏପର୍ଯ୍ୟନ୍ତ କୌଣସି ଦେଶ ଓରାଙ୍ଗଉଟାନଙ୍କ ଉପରେ ନିଜର ଦାବି ଉପସ୍ଥାପନ କରିନଥିବା ସେ ସ୍ପଷ୍ଟ କରିଛନ୍ତି।

    ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ କହିବା ଅନୁଯାୟୀ, ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି। ତାଙ୍କୁ ଓଡ଼ିଶାରେ ରଖିବା ପାଇଁ ରାଜ୍ୟ ସରକାର ଆଗ୍ରହୀ ଅଛନ୍ତି। ତେବେ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସ୍ତରରେ କୌଣସି ଦେଶ ଏଯାଏଁ ଦାବି କରିନାହାନ୍ତି ବୋଲି ସେ କହିଛନ୍ତି।

    ଅନ୍ୟପଟେ ଇଣ୍ଡୋନେସିଆରୁ ଏକ ବିଶେଷଜ୍ଞ ଦଳ ଓଡ଼ିଶା ଆସିବାକୁ ଥିବା ସୂଚନା ମିଳିଛି। ତେବେ ଏହି ଦଳ କେବଳ ଓରାଙ୍ଗଉଟାନଙ୍କୁ ଦେଖିବା ଓ ତାଙ୍କ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଆସୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

    ଏହାସହ ଓରାଙ୍ଗଉଟାନଙ୍କ ସମ୍ପର୍କରେ ଆବଶ୍ୟକ ପ୍ରମାଣ ଭାରତ ସରକାରଙ୍କ ପକ୍ଷରୁ ମଗାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ରମାଣ ଓ ଆବଶ୍ୟକ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

    ତେବେ ଓରାଙ୍ଗଉଟାନଙ୍କ ଭବିଷ୍ୟତକୁ ନେଇ ଏବେ ଉତ୍ସୁକତା ବଢ଼ିଛି। ଇଣ୍ଡୋନେସିଆର ବିଶେଷଜ୍ଞ ଦଳର ଗସ୍ତ ଏବଂ ଭାରତ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

    Add Zee News as a Preferred Source
    TAGS:
    Odia News